Masthead

ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପଛରେ କିଏ ଥିଲେ ପ୍ରକୃତ ହିରୋ?

https://youtu.be/XcZlSpnmPxs

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ପାଇଛନ୍ତି ନୂଆ ଜୀବନ । ୧୭ ଦିନର ସଂଘର୍ଷ ପରେ ଅନ୍ଧାରି ଟନେଲରୁ ସେମାନଙ୍କୁ କରାଯାଇଥିଲା ଉଦ୍ଧାର । ସାରା ଦେଶ ମନାଉଛି ଉତ୍ସବ । ତେବେ ମିଶନ ଟନେଲ ପଛର ହିରୋଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଏନଡିଆରଏଫର ସହାୟତାରେ ଏହାକୁ ସଫଳ କରାଗଲା । ତେବେ ଏହି ଅପରେସନ ପଛରେ ଲିଡ କରିଥିଲେ ପ୍ରଫେସର ଆର୍ନୋଲ୍ଡ ଡିକ୍ସ । ସେ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲିଂ ଓ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ଆସୋସିଏସନର ସଭାପତି । ସେ ଭୂତଳ ପରିବହନ କ୍ଷେତ୍ରରେ ବିଶେଷଜ୍ଞ । ଭୂତଳ ପରିବହନରେ ଥିବା ଅସୁବିଧା ଓ ଏହାର ସମାଧାନ ଦିଗରେ ତାଙ୍କ ପରାମର୍ଶ ପ୍ରଭାବୀ ହୋଇଥାଏ । ସେ ଏକ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ବିଶେଷଜ୍ଞଙ୍କ ଭିତରୁ ଜଣେ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆର୍ନୋଲ୍ଡ ଦେଇଥିଲେ ପରାମର୍ଶ । ଦେଶବାସୀ ପ୍ରଫେସର ଆର୍ନୋଲ୍ଡ ଡିକ୍ସଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଭୁଲିବ ନାହିଁ ।  ଅଧିକ ଖବର ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା