୫ ବର୍ଷରେ ୧୩ ହଜାର ୬୨୬ ଏସସି, ଏସଟି ଓ ଓବିସି ଛାତ୍ର, ଆଇଆଇଟି, ଆଇଆଇଏମ ଏବଂ ସେଣ୍ଟ୍ରାଲ ୟୁନିଭର୍ସିଟିରୁ ପାଠ ଛାଡିଛନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ୫ ବର୍ଷରେ ୧୩ ହଜାର ୬୨୬ ଦଳିତ, ଆଦିବାସୀ ଏବଂ ପଛୁଆ ସମୁଦାୟର ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମରୁ ପାଠପାଢା ଛାଡିଛନ୍ତି । ସୋମବାର ୪ ଡିସେମ୍ବର ୨୦୨୩ରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର । ଲୋକସଭାରେ ଏକ ଲିଖିତ ଉତ୍ତରରେ ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ତାହା ହେଲେ, ଗତ ୫ ବର୍ଷରେ ୪ ହଜାର ୫୯୬ ଓବିସି, ୨୪୨୪ ଏସସି, ୨୬୨୨ ଏସଟି ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପାଠ ଛାଡିଛନ୍ତି । ଏହି ସମୟରେ ୨୦୬୬ ଓବିସି, ୧୦୬୮ଏସସି, ୪୦୮ ଏସଟି ଛାତ୍ରଛାତ୍ରୀ ଆଇଆଇଟି ପାଠପଢା ଛାଡିଥିବା ବେଳେ ୧୬୩ ଓବିସି, ୧୦୮ ଏସସି, ୯୧ ଏସଟି ଛାତ୍ରଛାତ୍ରୀ ଆଇଆଇଏମରୁ ପାଠପଢା ଅଧାରୁ ଛାଡିଛନ୍ତି । ଅର୍ଥାତ ସମ୍ପୂର୍ଣ୍ଣ ପୂରା କରିପାରିନାହାନ୍ତି ପାଠପଢା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’