Masthead

ବିଲରେ ପଡିଛି ପାଚିଲା ଧାନ, ଚିନ୍ତାରେ ଚାଷୀ

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ବିଲରେ ପଢ଼ିଛି ପାଚିଲା ଧାନ, ଅମଳ ସମୟରେ ଡରାଉଛି ଅଦିନିଆ ବର୍ଷା । ଯାହାକୁ ନେଇ ଚିନ୍ତାରେ ବିଂଝାରପୁର ଅଂଚଳର ସମସ୍ତ ଚାଷୀ । ବିଂଝାରପୁରରେ ଆଜି ଅନେକ ସ୍ଥାନରେ ଝିପି ଝପି ବର୍ଷା ଲାଗିରହିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟ୍ୟରେ ଭୟର ଵାତାବରଣ ଦେଖିବାକୁ ମିଳିଛି । ଯଦି ବର୍ତ୍ତମାନ ସମୟରେ ଅଧିକ ବର୍ଷା ହୁଏ ତେବେ ସମସ୍ତ ଚାଷ କ୍ଷତିଗ୍ରସ୍ତ ହୋଇଯିବ । ତେଣୁ ତରବରିଆ ଭାବେ କିଏ ନିଜର ଧାନକୁ ଘରକୁ ଉଠାଇ ନେଲେଣି ତ ପୁଣି କିଏ ସେହି ଚାଷ ଜମିରେ ନିଜର ପାଚିଲା ଧାନକୁ ପଞ୍ଜାଇ ରଖିଲେଣି । ତେଣୁ ବର୍ତମାନ ଶସ୍ୟ ଅମଳର ସମୟ ହୋଇଥିବାରୁ ସମଗ୍ର ଓଡ଼ିଶାରେ ସମାନ ସ୍ଥିତି ଦେଖିବାକୁ ମିଳୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି