ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଆହତ, ହସ୍ପିଟାଲରେ ଭର୍ତ୍ତି ଦେଶ ବିଦେଶବଡ଼ ଖବର By Bada Khabar Bureau On Dec 8, 2023 Share FacebookTwitterWhatsAppEmailTelegramPrint Related Posts ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ ହୋଇଛନ୍ତି । କେସିଆରଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏରାବଲି ଫାର୍ମ ହାଉସରେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି କେ ଚନ୍ଦ୍ରଶେଖର ରାଓ । Share