Masthead

ମହାମାୟାଙ୍କ ମହାଷ୍ଟମୀ ଭକ୍ତ ଶୂନ୍ୟ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): କରୋନା କାଳରେ ଚାଲିଛି ଦଶହରା । ଦଶହରାରେ ଗାଁଠାରୁ ସହର ପର୍ୟ୍ୟନ୍ତ ଉତ୍ସବମୁଖର ହେବା ପରିବର୍ତ୍ତେ ସବୁଠି ନିରାଶାର ଭାବ । ବିନା ଭକ୍ତରେ ମହାଷ୍ଟମୀରେ ପୂଜା ପାଉଛନ୍ତି ମହାମାୟୀ । ଅଷ୍ଟମୀରେ ମା’ଙ୍କର ବିଶେଷ ପୂଜା ସହିତ ସନ୍ଧିପୂଜା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାଷ୍ଟମୀରେ ଶ୍ରଦ୍ଧାଳୁଙ୍କ ସମାଗମ ନାହିଁ । ସମସ୍ତ ପୂଜାମଣ୍ଡପ ଖାଁ ଖାଁ ଲାଗୁଛି । ପୂଜା ମଣ୍ଡପ ଆଗରେ ଟଣାଯାଇଛି ପରଦା । ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ଆଜି ସକାଳେ ସନ୍ଧିପୂଜା, ଷୋଡଶ ଉପଚାର ପୂଜା କରାଯାଇଛି ।

ଅସ୍ତରଙ୍ଗ ଦୁର୍ଗା ମଣ୍ଡପ ଅତି ପୁରାତନ ମଣ୍ଡପ । ଅତି ଆଡମ୍ବର ସହକାରେ ପ୍ରତିବର୍ଷ ପୂଜା କରାଯାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ  ଆଡମ୍ବର ସହକାରେ ପୂଜା କରାଯାଉ ନାହିଁ । ପୂର୍ବରୁ ଶହ ଶହ ଭକ୍ତଙ୍କ ଗହଳଚହଳରେ ମଣ୍ଡପ ପୂରି ଉଠୁଥିଲା । ଚଳିତ ବର୍ଷ ଭକ୍ତ ଶୂନ୍ୟ । କୁହାଯାଇପାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ