Masthead

୨୫ ବର୍ଷର ସରକାର ଯାହା କରି ପାରିନି ବିଜେପି ୫ ବର୍ଷରେ କରିବ: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶୀଘ୍ର ନିର୍ବାଚନ ହେଉ ,ଶୀଘ୍ର ସରକାର ଯାଉ ବୋଲି ଲୋକେ ଚାହିଲେଣି। ପ୍ରଚାର ସର୍ବସ୍ୱ ସରକାର। ମୁଖ୍ୟମନ୍ତ୍ରୀ ନୀରବ ତାଙ୍କ ସରକାର ନୀରବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ମନମୋହନ ସାମଲ କହିଛନ୍ତି ବିଜେଡି ଭାବୁଛି ତାର ପାର୍ଟି ଫଣ୍ଡ ବୋଲି କିନ୍ତୁ ଭୁଲି ଯାଉଛି ବିଜେଡି ଲୋକଙ୍କ ଅର୍ଥ ରାଜକୋଷକୁ ହରିଲୁଟ କରିଚାଲିଛି।

ସାଧାରଣ ଲୋକେ ବୁଝିଲେଣି। ସେ ଆହୁରି ମଧ୍ୟ କହିଛନ୍ତି ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସହ ଆଲୋଚନା କରିବାକୁ ହେବ। ବିଜେପି ଆସିଲେ ଏ ୨୫ ବର୍ଷର ସରକାର ଯାହା କରି ପାରିନି ବିଜେପି ୫ବର୍ଷ ଭିତରେ କରିବ ବୋଲି ଲୋକଙ୍କ ବୁଝାଇବାକୁ ହେବ। ସରକାରକୁ ଆସିବା। ପର୍ଲାମେଣ୍ଟ ଓ ବିଧାନସଭା ଜିତିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି