Masthead

ଆଇଏନଏଲଡି ରାଜ୍ୟ ସଭାପତିଙ୍କୁ ଗୁଳି କରି ହତ୍ୟା

ହରିୟାଣା (ବଡ଼ ଖବର ବ୍ୟୁରୋ): ବିଚ୍ ରାସ୍ତାରେ ଗୁଳିକାଣ୍ଡ । ହରିୟାଣାର ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ରାଜ୍ୟ ସଭାପତିଙ୍କୁ ଗୁଳିକରି ହତ୍ୟା । ତାଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆଇଏନଏଲଡି ରାଜ୍ୟ ସଭାପତି ନାଫେ ସିଂହ ରାଠି କାରରେ ଯାଉଥିଲେ । ଏହି ସମୟରେ ଅଜଣା ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଆଇଏନଏଲଡି ନେତା ଅଭୟ ଚୌଟାଲା କହିଛନ୍ତି, ନାଫେ ସିଂହ ରାଠିଙ୍କ ସହିତ ଥିବା ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ଗୁଳିକାଣ୍ଡରେ ମୃତ୍ୟୁ ଘଟିଛି । ସେ ରାଠିଙ୍କୁ ସହଯୋଗ କରିବା ପାଇଁ ଥିଲେ ବୋଲି ଅଭୟ ଚୌଟାଲା କହିଛନ୍ତି । ଲୋକସଭା ନିର୍ବାଚନକୁ ହାତରେ ଅଳ୍ପ ଦିନ ରହିଛି । ଏହା ପୂର୍ବରୁ ହରିୟାଣାରେ ବିରୋଧୀ ଦଳର ସଭାପତିଙ୍କୁ ଗୁଳିକରି ହତ୍ୟା ପରେ ରାଜ୍ୟରେ ଆଇନ ଶୃଂଙ୍ଖଳା ଉପରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ