Masthead

କବଡ଼ିଆ ଗୋଦାମରୁ ଚୋରି ଟ୍ରାକ୍ଟର ଡାଲା ଉଦ୍ଧାର

ଭଦ୍ରକ (ବଡ଼ ଖବର ବ୍ୟୁରୋ):  କବଡ଼ିଆ ଗୋଦାମରୁ ଚୋରି ଟ୍ରାକ୍ଟର ଡାଲା ଉଦ୍ଧାର । ବାସୁଦେବପୁର ପୌରପାଳିକାର ଶୁକଦେବପୁର ଛକରେ ଥିବା ସେଖ୍ ଟୀକାଙ୍କ କବାଡିଆ ଗୋଦାମରେ ପହଞ୍ôଚ ଅଫୁଲା ଗ୍ରାମର ଦେବାଶିଷ ନାୟକ ଏକ ପୁରୁଣା ଟ୍ରାକ୍ଟର ଡାଲା କିଣିବାକୁ ଚାହିଁଥିଲେ । ଟିକା ଡାଲା ଦେଖାଇଥିଲେ । ଏହି ଡାଲା
ଦେବାଶିଷରଙ୍କର ବୋଲି ଜଣାପଡିବାରୁ ସେ ବାସୁଦେବପୁର ଥାନାରେ ଏତାଲା ଦେଇଥିଲେ । ପୋଲିସ ପହଞ୍ଚି ଦେଖି ପଳାଇ ଯାଇଥିଲେ । ଏକାଧିକ ଟ୍ରାକ୍ଟର ମାଲିକଙ୍କ ଚୋରି ହୋଇଥିବା ଡାଲା ସେଠାରେ ଥିବା ଦେଖିବା ପରେ ଉତ୍ତେଜନା ସୃ୍େ‌ଟି ହୋଇଥିଲା । ଟିକାକୁ ଡାଲା ବିକ୍ରି କରିଥିବା ସିରାଜୁଦ୍ଧିନ ଖାଁ ଘଟଣାସ୍ଥଳରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମାଡ଼ । ଖବର ପାଇ ପୋଲିସ ପହଞ୍ଚି ଚୋରି ସାମଗ୍ରୀ ଜବତ କରି ଗୋଦାମ ସିଲ୍ କରିଛି । କବାଡିଆ ଗୋଦାମ ମାଲିକ ଟିକା ଫେରାର ହୋଇଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ