Masthead

ବିଜେପିରେ ମିଶିଲେ ୪ବିରୋଧୀ ବିଧାୟକ

ଅରୁଣାଚଳପ୍ରଦେଶ (ବଡ଼ ଖବର ବ୍ୟୁରୋ): ବିଜେପିରେ ମିଶିଲେ ୪ବିରୋଧୀ ବିଧାୟକ । ଅରୁଣାଞ୍ଚଳ ପ୍ରଦେଶରେ ୪ବିରୋଧୀ ବିଧାୟକ ବିଜେପିରେ ମିଶିଲେ । କଂଗ୍ରେସର ୨, ଏନପିପିର ୨ ବିଧାୟକ ସାମିଲ । ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ଏହି ଚାରିଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସରୁ ନିନୋଙ୍ଗ ଏରିଙ୍ଗ ଏବଂ ୱାଙ୍ଗଲିନ୍ ଲୋୱାଣ୍ଡୋଙ୍ଗ ଏବଂ ଏନପିପିରୁ ମୁଚୁ ମିଥୀ ଏବଂ ଗୋକର ବସର ଇଟାନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଉପସ୍ଥିତିରେ ଶାସକ ଦଳରେ ଯୋଗ ଦେଇଥିଲେ।

ପଶ୍ଚିମ ପାସିଘାଟ ବିଧାନସଭାରୁ ଏରିଙ୍ଗ ନିର୍ବାଚିତ ହୋଇଥିଲେ ଏବଂ ୱାଙ୍ଗଲିନ୍ ବୋର୍ଡୁରିଆ ବୋଗାପାନି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ। ମିଥୀ ଏବଂ ବେସର ଯଥାକ୍ରମେ ରୋଇଂ ଏବଂ ବେସର ସିଟ୍ ପ୍ରତିନିଧିତ୍ୱ କରନ୍ତି । ସେପଟେ ବିଧାୟକମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଖଣ୍ଡୁ କହିଛନ୍ତି ଯେ ସେମାନଙ୍କର ବିଜେପିରେ ଯୋଗଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଉତ୍ତମ ଶାସନ ନୀତି ଉପରେ ବିଶ୍ୱାସ ସେମାନଙ୍କ ପ୍ରମାଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର