Masthead

ନବୀନ ନିବାସରେ ହାଇଲେଭଲ ବୈଠକ, ଜାଣନ୍ତୁ କିଏ କିିଏ ଅଛନ୍ତି ଉପସ୍ଥିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବିଜେଡି-ବିଜେପି ମେଣ୍ଟ । ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି । ନବୀନ ନିବାସରେ ଚାଲିଛି ହାଇଲେଭଲ୍‌ ବୈଠକ । ଦଳର ଅନେକ ନେତା ନବୀନ ନିବାସରେ ପହଞ୍ଚି ସାରିଛନ୍ତି । ଗୋଟିଏ ପଟେ ବିଜେଡିର ହାଇଲେଭଲ୍‌ ବୈଠକ ଅନ୍ୟପଟେ ରାଜ୍ୟର ଶୀର୍ଷ ବିଜେପି ନେତୃତ୍ବଙ୍କୁ ଦିଲ୍ଲୀ ଡାକରା । ଦୁଇ ଦଳର ହଠାତ୍ ବୈଠକ ଏବଂ ରାଜ୍ୟରେ ଚାଲିଥିବା ଚର୍ଚ୍ଚା ହିଁ ମେଣ୍ଟକୁ ଖୋରାକ୍‌ ଯୋଗାଇଛି ।

ତେବେ ନବୀନ ନିବାସରେ ଚାଲିଥିବା ବୈଠକରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ମନ୍ତ୍ରୀ) , ପ୍ରଣବ ପ୍ରକାଶ ଦାସ (ସାଂଗଠନିକ ସମ୍ପାଦକ), ସସ୍ମିତ ପାତ୍ର ( ରାଷ୍ଟ୍ରୀୟ ମୁଖପାତ୍ର), ଟୁକୁନି ସାହୁ (ମନ୍ତ୍ରୀ), ଅଶୋକ ପଣ୍ଡା (ମନ୍ତ୍ରୀ), ସଞ୍ଜୟ ଦାସବର୍ମା(ସାଧାରଣ ସମ୍ପାଦକ(ମୁଖ୍ୟାଳୟ), ମାନସ ମଙ୍ଗରାଜ(ସାଂସଦ), ପ୍ରଦୀପ ଅମାତ(ମନ୍ତ୍ରୀ), ଜଗନ୍ନାଥ ସାରକା(ମନ୍ତ୍ରୀ), ପ୍ରଫୁଲ୍ଲ ମଲ୍ଲିକ(ମନ୍ତ୍ରୀ) , ଅତନୁ ସବ୍ୟସାଚି ନାୟକ(ମନ୍ତ୍ରୀ), ଦେବି ମିଶ୍ର(ବରିଷ୍ଠ ଉପ ସଭାପତି), ଅରୁଣ ସାହୁ(ବିଧାୟକ), ପ୍ରଣବ ବଳବନ୍ତରାୟ(ବିଧାୟକ), ସୁଶାନ୍ତ ରାଉତ(ବିଧାୟକ), ପ୍ରତାପ ଦେବ(ମନ୍ତ୍ରୀ), ଉଷା ଦେବୀ (ମନ୍ତ୍ରୀ), ଗୋପବନ୍ଧୁ ଦାସ(ବିଜେଡି ନେତା), ଭିକେ କାର୍ତ୍ତିକ ପାଣ୍ଡିଆନ(ବିଜେଡି ନେତା), ପ୍ରୀତିରଞ୍ଜନ ଘଡେଇ(ମନ୍ତ୍ରୀ), ବିକ୍ରମ ଆରୁଖ(ମନ୍ତ୍ରୀ) ପ୍ରମୁଖ ଯୋଗ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା