Masthead

ରାଜରାସ୍ତାକୁ ଓହ୍ଲାଇଲେ ଅନଲାଇନ ବାଇକ ଚାଳକ ସଂଘ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜରାସ୍ତାକୁ ଓହ୍ଲାଇଲେ ଅନଲାଇନ ବାଇକ ଚାଳକ ସଂଘ । ଅନଲାଇନ ବାଇକ ଚାଳକ କିପରି ସୁରକ୍ଷିତ ରାଇଡ କରିପାରିବେ ସେଥିପାଇଁ ନୂଆ କରି ଆରମ୍ଭ ହୋଇଥିଲା ଏକ ୟୁନିଅନ ଯାହାର ନା ରହିଛି our online bike association । କିଛି ଦିନ ହେବ ଲଗାତାର ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅନଲାଇନ ବାଇକ ଚାଳକମାନେ । ଯେଉଁଥିପାଇଁ କିଛି ଦିନ ତଳେ ରାଜରାସ୍ତାକୁ ଓହ୍ଲାଇଥିଲେ ଅନଲାଇନ ବାଇକ ଚାଳକ ସଂଘ । rto ର ମନଇଛା ଚାଲାଣ ଓ ଅଟୋ ଚାଳକଙ୍କର ଅତ୍ୟାଚାର ପାଇଁ ଆନ୍ଦୋଳନ କରିଥିଲେ ଅନଲାଇନ ବାଇକ ଚାଳକ ସଂଘ । bike ନମ୍ବର କୁ କମର୍ଷିଆଲ ନ କରି ପ୍ରାଇଭେଟ ନମ୍ବରରେ ଚଲାଇବା ପାଇଁ ଦାବି କରିଛନ୍ତି ଅନଲାଇନ ବାଇକ ସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ