Masthead

ଓଡ଼ିଶା ଭୋଟର ଲିଷ୍ଟରେ ପଶ୍ଚିମବଙ୍ଗ ଭୋଟରଙ୍କ ନାଁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଭୋଟର୍ ତାଲିକାରେ ପଶ୍ଚିମବଙ୍ଗ ଭୋଟର । ବିଧାନସଭା ଓ ଲୋକସଭା ନିର୍ବାଚନ ଭୋଟର୍ ତାଲିକାରେ ପଶ୍ଚିମବଙ୍ଗ ଭୋଟରଙ୍କ ନାଁ । ପଶ୍ଚିମବଙ୍ଗ ଓ ଓଡ଼ିଶା ଉଭୟ ରାଜ୍ୟର ଭୋଟର୍ ତାଲିକାରେ ଏମାନଙ୍କ ରହିଛି ନାଁ । ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମବଙ୍ଗ ଭୋଟରଙ୍କୁ ଆପଣାଇଛି କି ଓଡ଼ିଶା ସରକାର ।

ଭୋଟର୍ ତାଲିକା ସଂଶୋଧନ ପରେବି କାହିଁକି ଏ ଚଞ୍ଚକତା । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନିର୍ବାଚନମଣ୍ଡଳୀରେ ଏଭଲି ଦେଖିବାକୁ ମିଳିଛି । ଓଡ଼ିଶା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଗୋଟିଏ ଗାଁରୁ ପାଖାପାଖି ୨୦ ରୁ ଅଧିକ ଲୋକଙ୍କ ନାଁ ଓଡ଼ିଶା ଭୋଟର୍ ତାଲିକାରେ ରହିଛି । ତେବେ ବାଲେଶ୍ୱର ଜିଲ୍ଲାର ଜଳେଶ୍ଵରର ସ୍ଥିତି ଏମିତି ହୁଏ ତେବେ ଅନ୍ୟ ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳ ଅବସ୍ଥା କିଏ କହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ