Masthead

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ପ୍ରଚାର କଲା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା । ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୮ ଲୋକସଭା ଆସନ ଓ ୪୯ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ବରଗଡ଼-ସଞ୍ଜୟ ଭୋଇ

ସୁନ୍ଦରଗଡ଼-ଜନାର୍ଦ୍ଦନ ଦେହୁରୀ

ବଲାଙ୍ଗୀର-ମନୋଜ ମିଶ୍ର

କଳାହାଣ୍ଡି-ଦ୍ରୌପଦୀ ମାଝୀ

ନବରଙ୍ଗପୁର-ଭୁଜବଳ ମାଝୀ

କନ୍ଧମାଳ- ଅମୀର ଚନ୍ଦ୍ର ନାୟକ

ବ୍ରହ୍ମପୁର- ରଶ୍ମୀ ରଞ୍ଜନ ପଟ୍ଟନାୟକ

କୋରାପୁଟ- ସପ୍ତଗିରି ଉଲ୍ଲାକା

ସେପଟେ ବିଧାନସଭା ପ୍ରାର୍ଥୀ ଆସନ ପାଇଁ କଂଗ୍ରେସ ୪୯ ଜଣଙ୍କ ନାଁ ଘୋଷଣା କରିଛି ।

ବିଧାନସଭା ପ୍ରାର୍ଥୀ 

ପଦ୍ମପୁରରୁ ଟଙ୍କଧର ସାହୁ
ବିଜେପୁରରୁ କିଶୋର ଦଫାଦର
ବରଗଡ଼ରୁ ନିପୋନ କୁମାର ଦାସ
ଭଟଲିରୁ ବ୍ରହ୍ମା ମହାକୁଡ
ବ୍ରଜରାଜନଗରରୁ କିଶୋର ଚନ୍ଦ୍ର ପଟେଲ
ତଳସରାରୁ ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଦିଆ
ରଘୁନାଥପାଲି- ଗୋପାଳ ଦାସ
ରାଉରକେଲା- ବିରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର- ଡ. ରାଜନ ଏକ୍କା
ଲୋଇସିଂହା- ଓମ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ନୂଆପଡ଼ା- ଶରତ ପଟ୍ଟନାୟକ
କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ଧାରାବତୀ ଗଣ୍ଡ
ନବରଙ୍ଗପୁର- ଦୀଲ୍ଲିପ ପ୍ରଧାନୀ
ଡାବୁଗାଁ- ଡ. ଲିପିକା ମାଝୀ
ୠାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଲେଶ୍ୱର ନାୟକ
ଧର୍ମଗଡ଼- ରଶ୍ମୀରେଖା ରାଉତ
ଭବାନୀପାଟଣ- ସାଗରଚରଣ ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଉଦୟଗିରି- ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ କୁମାର ଆଚାର୍ଯ୍ୟ
ବୌଦ୍ଧ- ନବ କୁମାର ମିଶ୍ର
ଭଞ୍ଜନଗର- ପ୍ରଶାନ୍ତ କୁମାର ବିଷୋୟୀ
ପୋଲସରା- ଅଗସ୍ତି ବରଦା
କବିସୂର୍ଯ୍ୟନଗର- ଚିରଞ୍ଜୀବ ବିଷୋୟୀ
ସୋରଡ଼ା- ହରିକ୍ରୀଷ୍ଣ ରଥ
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ଚିକିଟି- ରବିନ୍ଦ୍ରନାଥ ଧ୍ୟାନ ସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣୁପୁର- ସତ୍ୟଜିତ ଗମାଙ୍ଗ
ବିଷମକଟକ- ନୀଳମାଧବ ହିକାକା
ରାୟଗଡ଼ା- କାଡ୍ରାକା ଆଲାପାସ୍ୱାମୀ
ଲକ୍ଷ୍ମୀପୁର- ପବିତ୍ର ସାଉନ୍ତ
କୋଟପାଡ଼- ଅନାମ ଦିଆଲ
ଜୟପୁର- ତାରାପ୍ରସାଦ ବାହିନୀପତି
କୋରାପୁଟ- କୃଷ୍ଣଚନ୍ଦ୍ର କୂଳଦୀପ
ପଟାଙ୍ଗୀ- ରାମଚନ୍ଦ୍ର କାଡାମ
ମାଲକାନଗିରି- ମାଳ ମାଢୀ
ଚିତ୍ରକୋଣ୍ଡା- ମଙ୍ଗୁ ଖିଲ୍ଲା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି