Masthead

ଚେନ୍ନାଇ ଲଗାତାର ଦ୍ୱିତୀୟ ପରାଜୟ

୬ ୱିକେଟରେ ଚେନ୍ନାଇକୁ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଏବେ ଲଗାତାର ପରାଜୟ ବରଣ କରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ଦଳ ଶୁକ୍ରବାର ୬ ୱିକେଟ୍‌ରେ ଏକତରଫ‌ା ଭାବେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଛି। ହାଇଦ୍ରାବାଦ ମଧ୍ୟ ୪ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୫ ରନ କରିଥିଲା ଚେନ୍ନାଇ  ସୁପର୍ କିଙ୍ଗ୍ସ।

ଜବାବରେ ଅଭିଷେକ ଶର୍ମା ମାତ୍ର ୧୨ ବଲ୍‌ରୁ ୩୭ ରନ୍ ସଂଗ୍ରହ କରି ଆଉଟ୍ ହେବା ବେଳକୁ ହାଇଦ୍ରାବାଦ ମାତ୍ର ୨.୪ ଓଭରରେ ୪୬ ରନ୍ ସଂଗ୍ରହ କରି ନେଇଥିଲା। ଅଭିଷେକଙ୍କ ୱିକେଟ୍ ହରାଇ ପାୱାର ପ୍ଲେରେ ହାଇଦ୍ରାବାଦ ୭୮ ରନ୍ କରିବା ପରେ ବିଜୟ ପଥ ସୁଗମ ହୋଇଯାଇଥିଲା। ଦୁଇ ଓଭରସିଜ୍ ଖେଳାଳି ଟ୍ରାଭିସ୍‌ ହେଡ୍‌ ଏବଂ ଏଦୈନ ମାରକ୍ରମ ଭଲ ବ୍ୟାଟିଂ କରିଥିଲେ। ହେନରିକ୍ କ୍ଲାସେଁ ୧୦ ରନ୍ ଏବଂ ନୀତୀଶ ରେଡ୍ଡୀ ୧୪ ରନ୍ ଦଳକୁ ୧୧ ବଲ୍‌ ପୂର୍ବରୁ ବିଜୟୀ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା