Masthead

ଟ୍ରକରେ ପିଟି ହେଲା ସ୍କୁଟି, ଜଣେ ମୃତ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାର ଆରସା ଛକ ନିକଟସ୍ଥ ଗୁରୁକୁଳ ବିଦ୍ୟାଳୟ ସମ୍ମୁଖରେ ପୋଲ୍ ବୋଝେଇ ଟ୍ରକରେ ପିଟିହେଲା ସ୍କୁଟି । ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ । ପଛରେ ବସିଥିବା ମହିଳା ଗୁରୁତର ଆହତ। ଗୁରୁକୁଳ ବିଦ୍ୟାଳୟ ସମ୍ମୁଖରେ ଏକ ଇଲେକ୍ଟ୍ରି ଖୁଣ୍ଟ ବିଝେଇ ଟ୍ରକ ଛିଡା ହୋଇଥିବା ବେଳେ ରାଜକନିକା ବୁରୁଡିଆ ଗାଁର ବିଷ୍ଣୁ ଚରଣ ମାଝୀଙ୍କ ଝିଅ ଝୁନୁ ମାଝୀ ସେହି ଗାଁର ପୁଷ୍ପଲତା ବେହେରାଙ୍କୁ ନିଜ ସ୍କୁଟିରେ ବସେଇ ରାଜକନିକା କଣ୍ଟପଡା ବଜାର ଆସୁଥିବା ସମୟରେ ସମ୍ନାରେ ଥିବା ଇଲେକ୍ଟ୍ରି ପୋଲ ବୋଝେଇ ଟ୍ରକକୁ ପଛପଟୁ ପିଟି ଥିଲେ ।

ଯାହା ଫଳରେ ଘଟଣା ସ୍ଥଳରେ ଝୁନୁଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଷ୍ପଲତାଙ୍କୁ ଗୁରୁତର ଆହତ ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ପୋଲ ବୋଝେଇ ଟ୍ରକକୁ ରାଜକନିକା ପୋଲିସ ଜବତ କରି ଥାନାରେ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର