Masthead

ନିର୍ବାଚନ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଲୋକସଭା ନିର୍ବାଚନ ୧୯ ଏପ୍ରିଲ ୨୦୨୪ ରେ ହେବାକୁ ଥିବାବେଳେ ନିର୍ବାଚନ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଚେନ୍ନାଇ କେନ୍ଦ୍ରୀୟ ରେଳ ଷ୍ଟେସନରୁ ବେଙ୍ଗାଲୁରୁ ପର୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଦକ୍ଷିଣ ରେଳବାଇ ଘୋଷଣା କରିଛି । ଭୋଟ ପରେ ଲୋକଙ୍କୁ ନିଜକାର୍ଯ୍ୟ ସ୍ଥାନକୁ ଫେରି ପାରିବେ । ଦକ୍ଷିଣ ରେଳବାଇ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚେନ୍ନାଇରୁ ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ରେଳ ଷ୍ଟେସନ ପର୍ୟ୍ୟନ୍ତ ଲୋକସଭା ନିର୍ବାଚନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନରୁ ସକାଳ ୫.୩୫ ରେ ଛାଡି ମଧ୍ୟାହ୍ନ ୧୨ଟାରେ ବେଙ୍ଗାଲୁରୁରେ ପହଞ୍ଚିବ ।

ଏହି ସ୍ୱତନ୍ତ୍ର ଟ୍ରେନ୍ ବେଙ୍ଗାଲୁରୁରୁ ଦିନ ୧ ଟାରେ ଛାଡି ସନ୍ଧ୍ୟା ୭ଟାରେ ଚେନ୍ନାଇରେ ପହଞ୍ଚିବ । ଏଥିରେ ଏସି ପ୍ରଥମ ଶ୍ରେଣୀ ବ୍ୟତୀତ ଦୁଇଟି ଏସି ଟୁ ଟାୟାର, ଏସି ୩ ଟାୟାର, ସ୍ଲିପର କୋଚ ଏବଂ ତିନୋଟି ସାଧାରଣ କୋଚ୍ ମଧ୍ୟ ରହିବ ଜ୍ଝ ଚେନ୍ନାଇ ଏବଂ ବେଙ୍ଗାଲୁରୁ ବ୍ୟତୀତ ଦକ୍ଷିଣ ରେଳବାଇ ମଧ୍ୟ ତାମ୍ବରମ୍ ଏବଂ କନ୍ୟାକୁମାରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ