Masthead

ଭୀମ ଆର୍ମିର ଗଣଧାରଣା ଓ ପ୍ରତିବାଦ ସଭା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ଭୀମ ଆର୍ମି ପକ୍ଷରୁ ଛଅ ଦଫା ଦାବିନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଓ ପ୍ରତିବାଦ ସଭା । ଯାଜପୁର ସହରର କିଆନାଲିକୁଳ ଛକରୁ ଶୋଭାଯାତ୍ରାରେ ଆସି ବଲାଙ୍ଗିଆ ଗ୍ରାମର ଚତୃପାର୍ଶ୍ଵରେ ଗଡ଼ିଉଠିଥିବା ବେଆଇନ କ୍ରସର ବନ୍ଦ କରିବା, ବଲାଙ୍ଗିଆ ବାସୀଙ୍କୁ ଘରଡିହ ପଟା, ବିଶୁଦ୍ଧ ପାନୀୟ ଜଳ ଓ ପକ୍କା ରାସ୍ତା, ଧାରଣାରତ ଟାଟା ଓ ନୀଳାଞ୍ଚଳ ବାସଚିୟୁତ ପରିବାରଙ୍କ ସମସ୍ୟାର ସମାଧାନ। ପୋଆ ଆଇନକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ଓ ଠିକ ସମୟରେ କ୍ଷତିପୂରଣ ପ୍ରଦାନ କରିବା ସହ ଅନିତା ଜେନାଙ୍କୁ ନ୍ୟାୟ ପ୍ରଦାନ, ଚାରିନଙ୍ଗଳ ପଂଚାୟତର ଗହରନଗର ଗ୍ରାମକୁ ସବୁଦୁନିଆ ରାସ୍ତା କରିବା, ସରାଇ ମୁଣ୍ଡା ପରିବାରକୁ ୫୦ଲକ୍ଷ୍ୟ କ୍ଷତି ପୂରଣ ଦାବି ନେଇ ଜିଲ୍ଲାପ୍ରଶାସନକୁ ଦାବିପାତ୍ର ପ୍ରଦାନ କରିଥିଲେ । ଯଦି ପ୍ରଶାସନ ଦାବି ଗୁଡିକର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଭୀମ ଆର୍ମି ଦୁର୍ବାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..