Masthead

ଜୁଆ ଆଡ୍ଡାରେ ରେଡ଼

ବସ୍ତା (ବଡ଼ ଖବର ବ୍ୟୁରୋ): ଜଳେଶ୍ଵର ପୋଲିସର ଜୁଆ ଆଡ୍ଡା ଉପରେ ବଡ଼ ଧରଣ ରେଡ । ସୂଚନା ମୁତାବକ ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଝାଡେଶ୍ୱରପୁର ଅଞ୍ଚଳ ସୁବର୍ଣ୍ଣରେଖା ନଦୀ କୂଳରେ ଲକ୍ଷାଧିକ ଟଙ୍କାର ଜୁଆ ଦୀର୍ଘ ଦିନ ଧରି ଖେଳ ହେଉଥିଲା। ଖବର ପାଇ ଜଳେଶ୍ୱର ପୋଲିସ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ଗତକାଲି ରାତିରେ ଏହି ଜୁଆ ଆଡ୍ଡାକୁ ଘେରି ଯାଇଥିଲେ ।

ରେଡ ବେଳେ ଚାରି ଜଣକୁ ଗିରଫ କରିଛି ପୋଲିସ। ସେମାନଙ୍କ ପାଖରୁ ୧୮ହଜାର ଟଙ୍କା ସହ ୮ଟା ବାଇକ ୪ ଟି ମୋବାଇଲ ଜବତ ହୋଇଛି । ଆଉ କିଛି ଜୁଆ ଆଡ୍ଡାର ସଦସ୍ୟ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ସୂଚନା ମିଳିଛି। ସେପଟେ ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ କହିଛନ୍ତି ଏହି ରେଡ଼ ଆଗକୁ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି