Masthead

ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ

କୋରେଇ (ବଡ଼ ଖବର ବ୍ୟୁରୋ):କୋରେଇ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବ୍ୟାସନଗର ଚୋରଦା ମେଲଣ ପଡିଆରୁ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏବଂ ନିଜ ପ୍ରତିକ୍ରିୟାରେ କହିଛନ୍ତି କି ସାଧାରଣ ନିର୍ବାଚନରେ ଭୋଟର ବିଜେପି ସପକ୍ଷରେ ମତଦାନ କରିବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ସାରିଛନ୍ତି । ଚକ୍ରାନ୍ତ କରି ମେଡିକାଲ କଲେଜ,ପରିବହନ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଅଫିସ କୋରାଇରୁ ଯାଜପୁରକୁ ସ୍ଥାନାନ୍ତର କରାଯିବା ଓ ଶାସକ ଦଳର ବାହୁବଳ କଳା ଟଙ୍କା ବିରୋଧରେ କୋରେଇ ବାସୀ ଏକହୋଇ ଏଥର ପରିବର୍ତ୍ତନ ମୁଁହା ବୋଲି କହିଛନ୍ତି କୋରାଇ ବିଜେପି ବିଧାୟକ ପ୍ରାର୍ଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଭାରତୀୟ କଳା ସଂସ୍କୃତିରେ ବିଭୋର ହୋଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ 🔴 କେତନ୍ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ୍ 🔴 ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର