Masthead

ବାଲେଶ୍ୱର ସଦର ଆସନକୁ ବିଜେଡି ହାତରୁ ଛଡ଼ାଇ ନେବାକୁ ବିଜେପିର ଉଦ୍ୟମ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବାଲେଶ୍ୱର ସଦର ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଚଳାଇଛି ଜୋରଦାର୍ ପ୍ରଚାର ପ୍ରସାର । ସଦର ଆସନକୁ ଗତ ୨୦୨୧ ବାଇ ଇଲେକ୍ସନରେ ବିଜେପି ହାତରୁ ବିଜେଡି ଛଡ଼ାଇ ନେଇଥିବା ପ୍ରତିଶୋଧ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ କରୁଛନ୍ତି ବଡ଼ କସରତ । ନିର୍ବାଚନମଣ୍ଡଳିରେ ପୂର୍ବ ଅପେକ୍ଷା ବିଜେଡି ପୂର୍ବତନ ବିଧାୟକ ସ୍ଵରୂପ କୁମାର ଦାସଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ବାଇ ଇଲେକ୍ସନରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଆସି ଯେଉଁ ସ୍ଵପ୍ନ ଦେଖାଇଥିଲେ ଯାହାକୁ ସଦରବାସୀ ଏଯାବତ୍ ଭୁଲି ନାହାନ୍ତି ।

ଯାହା ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସଙ୍କ ପାଇଁ ବଡ଼ ଚାଲେଞ୍ଜ । ବିଜେପି ପ୍ରାର୍ଥୀ ମାନସ ଓ ତାଙ୍କ ସମର୍ଥକ ମାନେ ଗାଁ ଗାଁ ବୁଲି ନିଜ ଭୋଟ୍ ବ୍ୟାଙ୍କ ବାଢାଇବା ସହ କଂଗ୍ରେସ ଓ ବିଜେଡି ଛାଡୁଥିବା ନେତା କର୍ମୀଙ୍କୁ ବିଜେପିରେ ସାମିଲ୍ କରି ଦଳକୁ ସଶକ୍ତ କରିବାକୁ ଆଦୌ ହାତ ଛଡ଼ା କରୁନାହାନ୍ତି । ସେପଟେ ବିଜେଡି ଉପରୁ ଲୋକଙ୍କ ଆସ୍ଥା ବିଶ୍ବାସ ତୁଟୁ ଥିବା ବେଳେ ବାଲେଶ୍ୱର ସଦର ବିଜେଡିର ଗୋଷ୍ଠୀ କନ୍ଦଳ ଦଳର ପ୍ରାର୍ଥୀ ସ୍ଵରୂପ ଦାସଙ୍କୁ ଅଡୁଆରେ ପକାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ