Masthead

ଲୋକ ବିରୋଧୀ ସରକାରର ପରିସମାପ୍ତି ଘଟିବ: ଧର୍ମେନ୍ଦ୍ର ପ୍ରଧାନ

ବାରିପଦା (ବଡ଼ ଖବର ବ୍ୟୁରୋ): ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନକୁ ଅଳ୍ପ କିଛିଦିନ ବାକି ଥିବା ବେଳେ ଉଭୟ ବିଜେଡି ଓ ବିଜେପିର ଷ୍ଟାର୍ ପ୍ରଚାରକ ଏବେ ଜିଲ୍ଲା ମୁହାଁ ହେଲେଣି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଷ୍ଟାର୍ ପ୍ରଚାରକଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବର୍ଷା ପାଇଁ ବାତିଲ ହୋଇ ଥିବାବେଳେ ବାରିପଦା ଠାରେ ରୋଡ ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପୋଲିସ ଲାଇନ ପଡିଆ ଠାରୁ ଏହି ରୋଡ ଶୋ’ ବାହାରି ଷ୍ଟେସନ ବଜାର ଠାରେ ସମାପ୍ତ ହେଇଥିଲେ।

ବର୍ଷା ସତ୍ବେ ଏହି ରୋଡ ଶୋ’ରେ ଶତାଧିକ ସମର୍ଥକ ଯୋଗ ଦେଇଥିଲେ। ଏହି ରୋଡ ଶୋ’ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକ ସଭାପ୍ରାର୍ଥୀ ନବ ଚରଣ ମାଝି ଓ ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ଉପସ୍ଥିତ ଥିଲେ। ଓଡ଼ିଶାରୁ ଭ୍ରଷ୍ଟାଚାର, ଲୋକ ବିରୋଧୀ ସରକାରର ପରିସମାପ୍ତି ଘଟିବ ଏବଂ ବିଜେପି ରାଜ୍ୟରେ ସରକାର କରିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା