Masthead

ପଦ୍ମ ଧରିଲେ ସୌମ୍ୟଜିତ, ବିଜେଡିକୁ ଲାଗିଲା ଶକ୍ତ ଧକ୍କା

ଏରସମା (ବଡ଼ ଖବର ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଜଗତସିଂହପୁର ଜିଲ୍ଲାର ବିଜେଡି ଯୁବ ସଭାପତି ସୋମ୍ୟଜିତ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଦଳ ତାଙ୍କୁ ଟିକଟ ଦେଇ ନଥବାରୁ ସେ ଅସନ୍ତୁଷ୍ଟ ଥିଲେ। ବିଜେଡି ପକ୍ଷରୁ ତାଙ୍କୁ ଚାନ୍ଦବାଲିର ସଂଯୋଜକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରି ପଦ୍ମ ଧରିଛନ୍ତି । ତାଙ୍କ ସହ ଜିଲା ସମ୍ପାଦକ ସୁନୀଲ କୁମାର ବିଶ୍ଵାଳ ଓ ଜିଲା ସାଧାରଣ ସମ୍ପାଦକ ଦୀପକ କୁମାର ଦାସ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।

ପରେ ବାଲିକୁଦାରେ ଥିବା ବିଜେପି କାର୍ଯ୍ୟାଳୟରେ ଶହ ଶହ କର୍ମୀକୁ ନେଇ ଶ୍ରୀ ମହାପାତ୍ରଙ୍କୁ ବାଲିକୁଦା ଏରସମା ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ତାଙ୍କୁ ବିଜେପି ଉତ୍ତରୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। କିପରି ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ ।ଏହି ଦିଗରେ ଶ୍ରୀ ମହାପାତ୍ର ଦୃଷ୍ଟି ଦେବେ ଶ୍ରୀ ମହାପାତ୍ର କହିଛନ୍ତି । ସେପଟେ ଜିଲ୍ଲା ବରିଷ୍ଠ ଉପ ସଭାପତି ବିଜୟ ସ୍ବାଇଁ କହିଛନ୍ତି ଯିଏ ଦଳ ଛାଡେ ତାର ନିଜ ସ୍ବାର୍ଥ ପାଇଁ ଛାଡେ ତାହା କୈାଣସି ପ୍ରଭାବ ପଡ଼ିବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼