Masthead

କାମ କରୁନି ଇଭିଏମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଅବ୍ୟବସ୍ଥାର ଚିତ୍ର । ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳିରେ କାମ କରୁନି ଇଭିଏମ୍ । ବାସୁଦେବପୁର ୧୫୦ ବାଲିମେଦ ପିଜାଇଡିଙ୍ଗ ଅଫିସର ନଆସିବାରୁ ମତ ଦାନ ବିଳମ୍ବରେ ହେବ । କିଛି ଇଭିଏମ ମେସିନ ଅଚଳ ଅଛି । ଭଦ୍ରକ ନିର୍ବାଚନମଣ୍ଡଳି ବୁଥ ନମ୍ବର ୧୬୫,୧୬୭ ଏବଂ ୩୫ ନମ୍ବର ବୋଥ ଅଚଳ ରହିଛି । ସେହିପରି ଚାନ୍ଦବାଲି ନିର୍ବାଚନମଣ୍ଡଳି ତୋଟାପଡା ପଂଚାୟତ ଗଙ୍ଗାଧର ପୁର ୫୯ବୁଥରେ ୧ଘଣ୍ଟା ଧରି ଇଭିଏମ ଅଚଳ ରହିଛି ।

ଯାଜପୁର ପୌରାଞ୍ଚଳ ୯୫ନମ୍ବର ସଖୀ ଭୋଟ ମତ ଦାନ କେନ୍ଦ୍ରରେ ଇଭିଏମ ମେସିନ ଖରାପ ଯୋଗୁ ୪୫ମିନିଟ ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଯାହାକୁ ନେଇ ମତଦାନ କେନ୍ଦ୍ରରେ ଉତେଜନା ଦେଖିବାକୁ ମିଳିଛି । ସୋର ନିର୍ବାଚନମଣ୍ଡଳି ଚିତଳ ପଞ୍ଚାୟତର ୧୭୮ ନମ୍ବର ବୁଥ, ପୌରପାଳିକାରେ ବୁଥ ନଂ ୮୩, ମୂଳିସିଂ ପଂଚାୟତ ଥାଳା ୧୧୧ ରେରେ ଇଭିଏମ ତ୍ରୁଟି ଯୋଗୁ ବରର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନି ମତ ଦାନ । ଭୋଟ ଦେବାକୁ ଭୋଟରମାନଙ୍କ ଭିଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା