Masthead

ଭୋଟର ତାଲିକାରୁ କଟିଲା ନାଁ, ମତଦାନରୁ ବଞ୍ଚିତ ହେଲେ କିଶୋର ଦ୍ୱିବେଦୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୋଟ ଦେବାରୁ ବଞ୍ଚିତ ହେଲେ କିଶୋର ଦ୍ୱିବେଦୀ । ବିଶିଷ୍ଟ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କ ନାମ ଭୋଟର ତାଲିକାରୁ ଗାଏବ ହୋଇ ଯାଇଥିବା ଖବର ମିଳିଛି । ଭୋଟ ପରିଚୟପତ୍ର ଥାଇ ମଧ୍ୟ ସେ ଭୋଟ ଦାନ କରିବାରୁ ଆଜି ବଂଚିତ ହୋଇଛନ୍ତି ।

ଶ୍ରୀ ଦ୍ୱିବେଦୀ ଯାଜପୁର ଜିଲ୍ଲା ବରୀ ଗ୍ରାମ ପଂଚାୟତର ଭୋଟର । ସେ ଦିଲ୍ଲୀରେ ରହୁଥିଲେ ସୁଦ୍ଧା ୨୦୧୪ ଓ ୨୦୧୯ର ସାଧାରଣ ନିର୍ବାଚନ ସମୟରେ ଗାଁରେ ଆସି ଭୋଟ ଦେଇଥିଲେ । କିନ୍ତୁ ଭୋଟର ତାଲିକାରୁ ଶ୍ରୀ ଦ୍ୱିବେଦୀଙ୍କ ନାମ କଟିଥିବା ଜଣାପଡ଼ିଛି । ସେପଟେ ତାଙ୍କ ପୁଅ ନନ୍ଦନ ଦ୍ୱିବେଦୀଙ୍କର ନାମ ପ୍ରଥମ ଥରର ମତଦାତା ଭାବେ ନିର୍ବାଚନୀ ସୂଚୀରେ ସାମିଲ କରାଯାଇଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି