Masthead

‘ଟାଇଗର ଜିନ୍ଦା ହୈ’ ପାଟନାରେ ଲାଗିଲା ନୀତୀଶଙ୍କ ପୋଷ୍ଟର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରିଛି ନିର୍ବାଚନ । ଆସିଛି ଫଳାଫଳ । ଫଳାଫଳା ପରେ ବିହାରରେ ଦେଖା ଦେଇଛି ପୋଷ୍ଟର ୱାର । ରାଜଧାନୀ ପାଟନାରେ ଏକ ପୋଷ୍ଟର ଲଗାଯାଇଛି ଯେଉଁଥିରେ ସିଏମ ନୀତୀଶ କୁମାରଙ୍କୁ ଟାଇଗର ବା ବାଘ ବୋଲି ବର୍ଣ୍ଣନା କରାଯାଇଛି। ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ବଡ ଫଟୋ ରଖାଯାଇଛି। ଏହା ସହିତ ଏକ ଟାଇଗରର ଚିତ୍ର ମଧ୍ୟ ରଖାଯାଇଛି ଏବଂ ଏଥିରେ ଲେଖାଯାଇଛି ‘ଟାଇଗର ଜିନ୍ଦା ହୈ’ ।

ପାଟନାର କୋତୱାଲି ପୋଲିସ ଷ୍ଟେଶନ ନିକଟରେ ଏହି ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲଗା ଯାଇଥିବା ବ୍ୟକ୍ତିଙ୍କ ନାମ ସୋନା ସିଂ ବୋଲି ଲେଖାଯାଇଛି। ପ୍ରଶ୍ନ ଉଠୁଛି ଯେ ଏହି ପୋଷ୍ଟର ଲଗାଇ କାହା ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି? ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନର ଫଳାଫଳ ପରେ ନୀତୀଶ କୁମାର ଏନଡିଏରେ କିଙ୍ଗ ମେକର ଭୂମିକାରେ ଅଛନ୍ତି। ଏହି ଲୋକ ସଭା ନିର୍ବାଚନରେ ଉଭୟ ଭାଜପା ଏବଂ ଜେଡିୟୁ ଦଳ ୧୨-୧୨ ଟି ଆସନ ପାଇଛନ୍ତି। ଜେଡିୟୁ ୧୬ଟି ଆସନ ଏବଂ ବିଜେପି ୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ବିଜେପି ସର୍ବାଧିକ କ୍ଷତି ସହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା