ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମନା ଜାରିହେଲା କଟକଣା

ମହାକାଳ ପଡା , (ବଡ଼ ଖବର ବ୍ୟୁରୋ):   ବିିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଚଳିତ ବର୍ଷ ନଭେମ୍ବର ମାସ ପହିଲା ଠାରୁ ମେ୩୧ତାରିଖ ପର୍ଯ୍ୟନ୍ତ ଧାମରା, ଋଷିକୂଲ୍ୟା, ଦେବୀ ମୁହାଣ ସମୁଦ୍ର ଉପକୂଳ ଠାରୁ୨୦କିମି ଦୂର ପର୍ଯ୍ୟନ୍ତ ମାଛ ଧରିବା ପାଇଁ ନଯିବା ଘୋଷଣା କରାଯାଇଛି । କଇଁଛ ସୁରକ୍ଷା ପାଇଁ ମୋଟ୬୬ଟି ପେଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ଏଥିରେ ମୁଖ୍ୟତଃ ବନବିଭାଗ କର୍ମଚାରୀ ଏପିଆର ପୋଲିସ, କୋଷ୍ଟଗାର୍ଡ, ପେଟ୍ରୋଲିଂ ସିପ, ଓ ସାମୁଦ୍ରିକ ଥାନାକୁ ସାମିଲ କରାଯାଇଛି ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ମତ୍ସଜୀବୀ ପରିବାର ଚଳିତ ବର୍ଷ କରନା ମହାମାରୀ ପାଇଁ କଟକଣା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗର ରେ ବାରମ୍ବାର ଲଘୁଚାପଜନିତ ଦୁର୍ବିପାକ ହେବାପରେ ପୁଣି କଇଁଛ ସୁରକ୍ଷା ପାଇଁ ୭ ମାସ କଟକଣା ଯୋଗୁ ଜୀବିକା ହରାଇଛନ୍ତି ହଜାର ହଜାର ମତ୍ସଜୀବୀ ପରିବାର ଏହି କଟକଣା କୋହଳ କରିବା ପାଇଁ ଦାବି କରିଛନ୍ତି ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ ପିଡ଼ି ପରେ ପିଡ଼ି ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ମତ୍ସଜୀବୀ ମାନେ ଆଇନ ର କୋଠର ଜାଲରେ ଛନ୍ଦି ହୋଇ ପଡିଛନ୍ତି ପରିବାର ପୋଷଣ ସହିତ ଋଣର ବୋଝ ପାଇଁ ଚିନ୍ତା ବଢାଇଛି ଆଇନ ର କଟକଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ