Masthead

ଗୁଳିବିନିମୟରେ ୮ ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ସୀମାନ୍ତ ଛତିଶଗଡ଼ ବିଜାପୁରରେ ଗୁଳିମାଡ । ନକ୍ସଲମାନଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ବଡ ଅପରେସନ୍ । ଗତ ଦୁଇ ଦିନରୁ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି । ନାରାୟଣପୁର , କୋଣ୍ଡାଗାଓଁ, କାଙ୍କେର ଏବଂ ଦନ୍ତେୱାଡା ଜିଲ୍ଲା ଯବାନ ମାନେ ଏହି ଅପରେସନରେ ସାମିଲ ରହିଥବା ଜଣାପଡିଛି । ସୁରକ୍ଷା ବାହିନୀ ପୁଣିଥରେ ବଡ଼ ସଫଳତା ପାଇବା ସମ୍ଭାବନା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮ ମାଓବାଦୀଙ୍କ ଶବ ଯବାନ ମାନେ ଜବତ କରିଛନ୍ତି । ଯବାନ ମାନଙ୍କର ମିଳିତ ଅପରେସନ ଆବୁଜମାଡର କୁଟୁଲ ଫାର୍ସବେଡା କୋତାମେଟା ଅଞ୍ଚଳରେ ଜାରି ରହିଛି । ଏଥିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ମାଓବାଦୀ ଗୁରୁତର ରହିଥିବା ସୂଚନା ରହିଛି । ଅପର ପକ୍ଷରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ଖବର ରହିଛି । ବର୍ତ୍ତମାନ ମଧ୍ୟ ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ଜାରିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼