Masthead

ରାମ ମନ୍ଦିରରେ ଲାଗିଲା ସୁନା କବାଟ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏହି ସମୟରେ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମ ମନ୍ଦିରରେ ପ୍ରଥମ ସୁନା କବାଟ ଲଗାଯାଇଛି। ଆଗାମୀ ତିନି ଦିନ ମଧ୍ୟରେ ଆହୁରି ୧୩ ଟି ସୁବର୍ଣ୍ଣ କବାଟ ଲଗାଯିବ ବୋଲି କୁହାଯାଉଛି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି ।

ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି । ରାମ ମନ୍ଦିରର ପ୍ରଥମ ଦ୍ୱାରରେ ଆସିଥିବା ଫଟୋରେ ଦେଖାଯାଇଛି ଯେ, ଦ୍ୱାରର ମଧ୍ୟଭାଗରେ ଦୁଇଟି ହାତୀର ଚିତ୍ର ଅଛି। ଯେଉଁମାନେ ସ୍ୱାଗତ ମନୋଭାବରେ ଅଛନ୍ତି। ଏହାର ଉପର ଭାଗରେ ଏକ ପ୍ରାସାଦ ପରି ଆକୃତି ଅଛି ଯେଉଁଥିରେ ଦୁଇ ସେବକ ହାତ ବାନ୍ଧି ଠିଆ ହୋଇଛନ୍ତି। କବାଟ ତଳେ ଥିବା ଚାରିଟି ବର୍ଗରେ ସୁନ୍ଦର ଚିତ୍ରକଳା ଅଛି ଯାହା ଚିତ୍ତାକର୍ଷକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି