ପତଞ୍ଜଳି ମହିଳା ଯୋଗ ସମିତି ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଆସିକା (ବଡ଼ ଖବର ବ୍ୟୁରୋ): ଆଜି ସାରା ଦେଶରେ ୭୮ ତମ ସ୍ବାଧୀନତା ଦିଵସ ପାଳନ କରାଯାଉଥିବା ବେଳେ ଆସିକାରେ ମଧ୍ୟ ଅଗଷ୍ଟ ୧୫ ସ୍ବତନ୍ତ୍ରତା ଦିବସ ପାଳନ କରାଯାଇଛି । ଆସିକା ଲକ୍ଷ୍ମୀ ବଜାର ସ୍ଥିତ ମାକନ୍ୟାକା ପରମେଶ୍ବର ମନ୍ଦିର ଠାରେ ପତଞ୍ଜଳି ମହିଳା ଯୋଗ ସମିତି ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଆସିକା ପତଞ୍ଜଳି ଯୋଗ ସମିତି ସଦସ୍ୟା ଆଲିପୁର ପଞ୍ଚାୟତ ସରପଞ୍ଚ ଜ୍ୟୋର୍ତିମୟୀ ନାହକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତଞ୍ଜଳି ଯୋଗ ସମିତି ଯୋଗ ଗୁରୁ ଗୁଣ୍ଡିଚା ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶତାଧିକ ମହିଳା ସଦସ୍ୟା ଯୋଗ ଦେଇଥିଲେ । ଏହି ଦିବସରେ ବିକଶିତ ଭାରତର ବାସ୍ତବତା ଚିତ୍ରକୁ ମହିଳା ମାନେ ପ୍ରତିକ୍ରିୟା ରଖିବା ସହିତ ତ୍ରିରଙ୍ଗା ଆମ ଜାତିର ପ୍ରତୀକ ଜାତୀୟ ପତାକା ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’