Masthead

ଶୋଇଛି ବିଦ୍ୟୁତ ବିଭାଗ

ସୋରଡ଼ା, (ବଡ଼ ଖବର ବ୍ୟୁରୋ): ସରକାରୀ ନିୟମ ମାନୁନି ବିଦ୍ୟୁତ ବିଭାଗ। ଫଳରେ ଧନଜୀବନ ବିପନ୍ନ ହେଉଛି। ସରକାରୀ ନିୟମ ଅନୁସାରେ ବିଦ୍ୟୁତ୍ ତାରର ଉଚ୍ଚତା ଅତି କମରେ କୋଡ଼ିଏ ଫୁଟ ଉଚ୍ଚରେ ରହିବା କଥା। କିନ୍ତୁ ଗଞ୍ଜାମ ଜିଲ୍ଲା ସୋରଡ଼ା ସହରରେ ସମ୍ପୂର୍ଣ୍ଣ ଓଲଟା। ସହରର ରଥପଦା ଛକରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ବିଦ୍ୟୁତ୍ ଖୁଣ୍ଟରେ ବିଣ୍ଡା ବିଣ୍ଡା ହୋଇ ବନ୍ଧା ହୋଇଛି ବିଦ୍ୟୁତ୍ ତାର। ରାତି ପାହିଲେ ମନ୍ଦିରକୁ ଆସିଥାନ୍ତି ଶହ ଶହ ଶ୍ରଦ୍ଧାଳୁ। ବିପଦସଙ୍କୁଳ ଅବସ୍ଥାରେ ଏହି ତାରଗୁଡ଼ିକ ଥିବାରୁ କେତେବେଳେ କାହାର ଜୀବନ ଚାଲିଯିବ କହିବା ମୁସ୍କିଲ। ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରାଗଲେ ମଧ୍ୟ ସୁଫଳ ମିଳୁନି। ବିଦ୍ୟୁତ ବିଭାଗ ଶୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ