Masthead

ଜାହାଜରୁ ୧୧ ନାବିକଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ

ପାରାଦୀପ (ବଡ଼ ଖବର ବ୍ୟୁରୋ): ରବିବାର ମଧ୍ୟ ରାତ୍ରୀରେ ଭାରତୀୟ ତଟରକ୍ଷୀ ବାହିନୀ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରି ୧୧ ଜଣ କ୍ରୀୟୁ ସଦସ୍ୟଙ୍କୁ କୋଲକାତା ଠାରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା କାର୍ଗୋ ଜାହାଜ MV ITT Puma ରୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ଜାହାଜଟି ସାଗର ଦ୍ୱୀପର ଦକ୍ଷିଣରେ ୯୦ ନଟିକାଲ୍ ମାଇଲ୍ ବୁଡ଼ି ଯାଇଥିଲା। ପାଣିପାଗକୁ ଖରାପ ଥିବାରୁ ଏହି ଘଟଣା ଘଟିଥିବା କୁହାଯାଉଛି । ସାଗର ଦ୍ୱୀପର ୯୦ ନଟିକାଲ୍ ମାଇଲ୍ ଦକ୍ଷିଣରେ MV ITT Puma ବୁଡ଼ି ଯାଇଥିଲା ।

କୋଷ୍ଟଗାଡର ଅମୋଘ,ସାରଙ୍ଗ ଜାହାଜ ଦ୍ଵାରା ଉଦ୍ଧାର କରି ପାରାଦ୍ଵୀପ ଉପକୂଳକୁ ଆଣିବାପରେ। ତାଙ୍କୁ ମେଡିକାଲ ଚିକିତ୍ସା ପରେ କୋଷ୍ଟଗାର୍ଡ ହେଡକ୍ୱାର୍ଟକୁ ଅଣାଯିଵ । ରଵିବାର ସନ୍ଧ୍ୟାରେ (Mrcc) ଵା ମେରିଟାଇମ ସର୍ଚ୍ଚ,ରେସକ୍ୟୁ କୋଡିନେସନ ସେଣ୍ଟର ଚେନ୍ନାଇ ଅଫିସ ମେସେଜ ଆସିଥିଲା । ଏହା ପରେ ନର୍ଥ ଇଷ୍ଟରେ କୋଷ୍ଟଗାର୍ଡ ଅଫିସ ସାଙ୍ଗେ ସାଙ୍ଗେ କୋଷ୍ଟଗାର୍ଡ ଭେସେଲ ଏଵଂ ଡୋନିୟର ଏୟାରକ୍ରାଫ୍ଟ ଦ୍ଵାରା ରାତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଵହୁ ଚ୍ୟାଲେଞ୍ଜ ଥିଲା । ଆଉ ତିନି ଜଣ ନିଖୋଜ ଥିବା ଜଣାପଡିଛି । ସେମାନଙ୍କୁ ରେସ୍କ୍ୟୁ କରିବା ପାଇଁ ପୁଣି ଥରେ ଜାହାଜ ଯାଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା