Masthead

ଅନଲାଇନ ବେଟିଂ ଗେମର ପର୍ଦ୍ଦାଫାଶ, ୫ ଗିରଫ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜିରେ ଅନଲାଇନ ବେଟିଂ ଗେମର ପର୍ଦ୍ଦାଫାଶ । ଘଟଣାରେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି କଲା କଣ୍ଟାବାଞ୍ଜି ପୋଲିସ। ଏଥିସହ ୩ଟି ଲ୍ୟାପଟପ୍, ବ୍ୟାଙ୍କ ପାସବୁକ୍ ଓ ୨୦ ମୋବାଇଲ ଜବତ ହୋଇଛି । ପୋଲିସ ଅନୁସାରେ କଣ୍ଟାବାଞ୍ଜିର ବଣ୍ଟି ଗୁପ୍ତା ନାମକ ଜଣେ ସାମ୍ବାଦିକଙ୍କ ଘରେ ଅନଲାଇନ ବେଟିଂ ଗେମ୍ ଚାଲିଥିଲା । ଅଭିଯୁକ୍ତମାନେ ବଣ୍ଟିଙ୍କ ଘରକୁ ଭଡାରେ ନେଇ ସେଠାରେ ଅନଲାଇନ ବେଟିଂ ଚଳାଇଥିଲେ । ପୋଲିସ ଖବର ପାଇ ସେଠାରେ ପହଂଚି ଚଢ଼ାଉ କରିଥିଲା ।

ଘଟଣାରେ ୫ ଜଣକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ହିତୁ ଜୈନ ଫେରାର୍ ହୋଇଯାଇଛି । କେବଳ କଣ୍ଟାବାଞ୍ଜି ନୁହେ ରାଜ୍ୟ ବାହାରେ ମଧ୍ୟ ଅନଲାଇନ ବେଟିଂ ଚାଲିଥିବା ଜଣାପଡ଼ିଛି । ସେପଟେ ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ହେଲେ ଫେରାର୍ ହିତୁ ଜୈନ ଓ ଘର ମାଲିକ ତଥା ସାମ୍ବାଦିକ ବଣ୍ଟି ଗୁପ୍ତା ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଇଛି ସେ ଉପରେ ସମସ୍ତଙ୍କ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ