Masthead

ରତ୍ନଭଣ୍ଡାର ଫାଟ ପଛରେ ବିଜେଡି ସରକାର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ଫାଟ ପଛରେ ବିଜେଡି ସରକାର! ନବୀନଙ୍କର ନାହିଁ ଚିନ୍ତା! ବିଜେପି ସରକାର ଖୋଲିଲା ରତ୍ନଭଣ୍ଡାର, ସାମ୍ନାକୁ ଆସିଲା ସତ୍ୟ । ସୁରକ୍ଷା ନେଇ ସରକାର ଭିଡିଛନ୍ତି ଅଣ୍ଟା କହିଲେ ପୃଥ୍ୱୀରାଜ । ମରାମତିରେ କାହିଁକି ହେଉଛି ବିଳମ୍ବ ? ଆଇନମନ୍ତ୍ରୀ କଲେ ଖୁଲାସା । ଫାଟ ସଂଖ୍ୟା ଅଧିକ ଥିବାରୁ ସରୁନି କାମ । ଆକଳନଠାରୁ ଅଧିକ ମରାମତିର ରହିଛି ଆବଶ୍ୟକତା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିଲା ବେଆଇନ ଖନନ  ।

ରତ୍ନଭଣ୍ଡାର ଫାଟର ପାଲଟିଛି ମୁଖ୍ୟ କାରଣ! ବିଜେଡି ସରକାରର ମନମାନି କାରଣରୁ ଅସୁରକ୍ଷିତ ହୋଇପଡିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର? ବଡ଼ବଡ଼ ମେସିନ ଲଗାଇ ମନଇଚ୍ଛା କାମ କରିଥିଲେ ପୂର୍ବ ସରକାର । ଆଉ ଏବେ ଯେତେ ହେଉଛି ମରାମତି ସେତେ ସାମ୍ନାକୁ ଆସୁଛି ଫାଟ । ମରାମତି କାମରେ ହେଉଛି ବିଳମ୍ବ । ବିପଦରେ ଜଗତର ନାଥ ଜଗନ୍ନାଥଙ୍କ ରତ୍ନଭଣ୍ଡାର !

ନୂଆ ସରକାର ଆସିବା ପରେ ଖୋଲିଥିଲେ ରତ୍ନର ଗଣତି ମଣତି ପାଇଁ, ହେଲେ ଫାଟ ଦେଖି ହେଲେ ଚକିତ । ଏବେ ସେଥିପାଇଁ ଅଣ୍ଟା ଭିଡି ଚଲାଇଛନ୍ତି ମରାମତି । କିନ୍ତୁ ନବୀନ ସରକାର ଓ ତାଙ୍କ ଅଣଓଡିÿଆ ପାଇଁ ଆଜି ସାରା ଜଗନ୍ନାଥ ପ୍ରେମୀଙ୍କୁ ପକାଇଛି ଚିନ୍ତାରେ, ରହିଛନ୍ତି ବଡ ଦେଉଳକୁ ନେଇ ଆଶା ଅଶଙ୍କାରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ