Masthead

ପହଲଗାମରେ NIA ଡିଜି, ଆକ୍ରମଣକୁ ନେଇ ଏନ୍‌ଆଇଏ ଯାଞ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପହଲଗାମରେ NIA ଡିଜି ।   ଘଟଣାର ତଦନ୍ତ ପାଇଁ ନିଜେ ପହଞ୍ଚିଲେ NIA ଡିଜି । ରବିବାର ପହଲଗାମ ମାମଲାକୁ ହାତକୁ ନେଇଛି NIA । ସେପଟେ ପହଲଗାମ୍ ଆକ୍ରମଣକୁ ନେଇ ଏନ୍‌ଆଇଏ ଯାଞ୍ଚରୁ ବଡ଼ ଖୁଲାସା ହୋଇଛି । OGWଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏନ୍‌ଆଇ ଯାଞ୍ଚରୁ ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ୧୫ରେ ପହଲଗାମ୍‌ରେ ପହଞ୍ଚିଥିଲେ ଆତଙ୍କବାଦୀ ।

ହମଲାର ୨ ଦିନ ପୂର୍ବରୁ ଆତଙ୍କବାଦୀ ବୈସରନ ଘାଟିରେ ପହଞ୍ଚିଥିଲେ । ୩ଟି ସ୍ଥାନରେ ରେକି କରିଥିଲେ ଆତଙ୍କୀବାଦୀ । ବୈସରନ ଘାଟି ଛଡ଼ା ଅନ୍ୟ ୩ଟି ସ୍ଥାନ ବୈତାବ, ଆରୁ ଏବଂ ଏମଜୁରମେଣ୍ଟ ପାର୍କରେ ରେକି କରିଥିଲେ । ଏହା ସହ ୩ଟି ସାଟେଲାଇଟ୍ ଫୋନ୍ ବ୍ୟବହାର କରିଥିବା ଏନଆଇଏ ଯାଞ୍ଚରୁ ସୂଚନା ମିଳିଛି । ସେପଟେ ଆଜି ଏନ୍‌ଆଇଏ ଶହେଟି ସ୍ଥାନରେ ଚଢ଼ାଉ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ