Masthead

ଭାରତକୁ ପାକିସ୍ତାନର ୪ଟି ଚିଠି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ଭୟରେ ଶତ୍ରୁ ଦେଶ ପାକିସ୍ତାନ । ଗୋଟେ ପରେ ଗୋଟେ ୪ଟି ଚିଠି ପଠେଇଲା ପାକିସ୍ତାନ । ପାହାଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ବିରୋଧରେ ଅନେକ ଚୁକ୍ତି କରିଥିଲେ । ସେଥିମଧ୍ୟରୁ ସିନ୍ଧୁ ଚୁକ୍ତି ଥିଲା ଅନ୍ୟତମ । ଅପରେସନ ସିନ୍ଦୂର ପରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବ୍ୟବସାୟ, ଆତଙ୍କୀ, ପାଣି, ରକ୍ତ, ଗୁଳି ଏବଂ ଆଲୋଚନା ଏକା ସାଙ୍ଗରେ ହୋଇପାରିବ ନାହିଁ । ଯାହାକି ଶତ୍ରୁ ଦେଶ ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିଛି । ସିନ୍ଧୁ ଚୁକ୍ତି ସ୍ତଗିତ ହେବା ପରେ ଟୋପାଏ ପାଣି ପାଇଁ ଡ଼ହଳବିକଳ ହେଉଛି ଶତ୍ରୁ ଦେଶ । ସିନ୍ଧୁ ନଦୀ ଚୁକ୍ତିକୁ ସମାପ୍ତ କରି ଆଗ ଭଳି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି । ପାଣି ଅଭାବରୁ ଦିନକୁ ଦିନ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି । ଫଳରେ ସିନ୍ଧୁ ଚୁକ୍ତି ସ୍ତଗିତ ପ୍ରସଙ୍ଗ ଟିକୁ ପୁନଃବିଚାର କରନ୍ତୁ ବୋଲି ଭାରତକୁ ବାରମ୍ବାର ଚିଠି ପଠାଉଛି । ତିନି ଦିନ ମଧ୍ୟରେ ଭାରତକୁ ପ୍ରାୟ ୪ଟି ଚିଠି ଲେଖିଛି ପାକିସ୍ତାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର