Masthead

‘୧୧ଏ’ ସିଟ, ବଂଚିଯାଉଛି ଜୀବନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ବିମାନରେ ବସିଥିବା ୨୪୨ ମଧ୍ୟରୁ ଯାଇଛି ୨୪୧ ଜଣଙ୍କ ଜୀବନ । ହେଲେ ରମେଶ ବିଶ୍ୱାସ କୁମାର ବଂଚିଯାଇଛନ୍ତି । ରମେଶ ବସିଥିବା ସିଟ ନମ୍ବର ହେଉଛି ୧୧ଏ । ଏହି ସିଟ୍କୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ୨୭ ବର୍ଷ ପୂର୍ବେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଜଣେ ଅଭିନେତା ତଥା ଗାୟକ ଏଥିରୁ ବଂଚିଯାଇଥିଲେ । ତାଙ୍କର ନାମ ହେଉଛି ରୁଆଙ୍ଗସାକ୍ ଲୋଇଚୁସାକ୍ ।

ସେ ମଧ୍ୟ ବସିଥିଲେ ସେହ ୧୧ଏ ସିଟରେ । ରମେଶ ଯେମିତି ଏବେ ବଂଚିଯାଇଛନ୍ତି ସେ ଅଭିନେତା ମଧ୍ୟ ସେତେବେଳେ ସେମିତି ବଂଚିଯାଇଥିଲେ । ୧୧ ଡିସେମ୍ବର ୧୯୯୮ରେ ହୋଇଥିଲା ଭୟଙ୍କର ବିମାନ ଦୁର୍ଘଟଣା । ଯେଉଁଥିରେ ୨୦ ବର୍ଷିୟ ରୁଆଙ୍ଗସାକ୍ ଲୋଇଚୁସାକ୍ ବର୍ତ୍ତିଯାଇଥିଲେ । ଥାଇ ଭାଷାରେ ଫେସବୁକରେ ପୋଷ୍ଟ କରିଛନ୍ତି । ରୁଆଙ୍ଗସାକ୍ କହିଛନ୍ତି ଯେ ଭାରତରେ ଏକ ବିମାନ ଦୁର୍ଘଟଣାରୁ ବଂଚିଯାଇଥିବା ବ୍ୟକ୍ତି ଜଣକ ମଧ୍ୟ ମୋ ପରି ସମାନ ୧୧ଏ ସିଟରେ ବସିଥିଲେ । ଏହାକୁ ସଂଯୋଗ କୁହାଯିବ ନା ଭଗବାନଙ୍କ ଆଶୀର୍ବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି