Masthead

ସଲମାନ ଖାନଙ୍କ ଗଲୱାନ

ଧମାକା ମଚାଉଛି ସଲମାନଙ୍କ ଆଗାମି ଫିଲ୍ମ ଗଲୱାନର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ’ଣ ଆପଣ ବି ସଲମାନଙ୍କ ଫ୍ୟାନ?ରେଡି ହୋଇ ଯାଆନ୍ତୁ ଭାଇଯାନଙ୍କ ନୁଆ ମୁଭି ପାଇଁ ଅପେକ୍ଷାର ଘଟିବ ଅନ୍ତ, ବକ୍ସ ଅଫିସରେ ଚାଲିବ ‘ବଲିଉଡ ଟାଇଗରଙ୍କ’ ରାଜ ।

ଧମାକା ମଚାଉଛି ସଲମାନଙ୍କ ଆଗାମି ଫିଲ୍ମ ଗଲୱାନର ଫାଷ୍ଟ ଲୁକ୍ । ଦବଙ୍ଗରେ ଚୁଲବୁଲ ପାଣ୍ଡେଙ୍କଠାରୁ ଆରମ୍ଭ କରି ଗଲୱାନର କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ପର୍ଯ୍ୟନ୍ତ ସଲମାନଙ୍କ ଏହି ଲୁକ୍ ପ୍ରଶଂସକଙ୍କୁ କରିଛି ମତ୍ୱାଲା ।

ସିକନ୍ଦର ପରେ ଖୁବ ଶିଘ୍ର ବକ୍ସଅଫିସରେ ରିଲିଜ କରିବାକୁ ଯାଉଛି ଭାଇଯାନଙ୍କ ‘ବେଟେଲ ଅଫ ଗଲୱାନ’ ମୁଭି । ମୁଭି ରିଲିଜ ପୂର୍ବରୁ ବଢ଼ିଲାଣି ଫ୍ୟାନଙ୍କ ମଧ୍ୟରେ ଉତ୍ସାହ। ଗଲୱାନର ପ୍ରଥମ ଝଲକ ଦେଖି ଫ୍ୟାନଙ୍କ କ୍ରେଜ ବଢିବାରେ ଲାଗିଛି । କିଏ କହୁଛି ‘ସଲମାନ ଫେରି ଆସିଛନ୍ତି’ ତ କିଏ କହୁଛି ‘ଆ ଗେୟା ତୁଫାନ’ ତ ଆଉ କିଏ କହୁଛି ‘ ବକ୍ସ ଅଫିସ୍ ତୋଡ୍ ଦେଗା’ । ଚଳଚିତ୍ରଟି ୧୯୯୬ମସିହା ଲଦାଖରେ ହୋଇଖିବା ଚୀନ-ଭାରତ ଯୁଦ୍ଧକୁ ନେଇ ଆଧାରିତ ।

ଏହି ଚଳଚିତ୍ରରେ ସଲମାନ ଖାନ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି । କର୍ଣ୍ଣେଲ ବି ସନ୍ତୋଷ ବାବୁ ଚୀନ-ଭାରତ ୨୦୨୦ ୱାର ସମୟରେ ଚାଇନିଜ ସଲଜର ମାନଙ୍କୁ ନଡରି ତାଙ୍କ କ୍ୟାମ୍ପରେ ପଶି ସେମାନଙ୍କ ସହ ଲଢିଥିଲେ । ଏହି ଲଢେଇରେ ସେ ଦେଶ ପାଇଁ ହୋଇଥିଲେ ସହିଦ । ମୁଭି ରିଲିଜର କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନାହାନ୍ତି । ମାତ୍ର ଏଥିରେ ସଲମାନ ପୁଣିଥରେ ନିଜ ସମ୍ପର୍କିୟଙ୍କ କ୍ୟାରିୟର ବନାଇବା ପାଇଁ ଫ୍ୟାନ ମାନଙ୍କୁ ନିରାସ ନକରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ