Masthead

ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । କହିଛନ୍ତି ଆଜି ରାତି ସୁଦ୍ଧା ସମସ୍ୟାର ସମାଧାନ ହେବ । ଆଲୋଚନା ପରେ ସମସ୍ୟାର ସମାଧାନ ହେବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ । ବିଚାର ଆଲୋଚନା ଚାଲିଛି । ସଙ୍କଟ ନାହିଁ ପରିସ୍ଥିତି ସାମାନ୍ୟ ହେଲାଣି । ଭୁବନେଶ୍ୱରରେ ପର୍ଯର୍୍ୟାପ୍ତ ପରିମାଣର ତେଲ ଅଛି ।

ପୂରା ରାଜ୍ୟ ଉପରେ ନଜର ରଖିଛୁ । ସବୁ ସହରକୁ ତେଲ ଗାଡ଼ି ପହଞ୍ଚôଲାଣି । ସ୍ଥିତି ନିୟନ୍ତ୍ରଣାଧୀନ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ତେଲ କଳାବଜାରୀ କରୁଥିଲେ ସାବଧାନ । ସଜାଗ ରହିବାକୁ ଅଧରକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟନଟେ ଉକ୍ରଳ ପେଟ୍ରୋଲିୟମ ଡିଲର୍ସ ସଂଘ ସଭାପତିଙ୍କ ସୂଚନା । ଯେଉଁଠି ତେଲ ସରିଛି ସନ୍ଧ୍ୟା ସୁଦ୍ଧା ପହଞ୍ଚାଯିବ । ୨୫୦ ଟ୍ୟାଙ୍କର ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଦୂରଦୂରାନ୍ତ ଜିଲ୍ଲା ପାଇଁ ୨ରୁ ୩ ଦିନ ଲାଗିବ । ରାସ୍ତାକଡ଼ରୁ ତେଲ କିଣନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ