Masthead

HOME HOME - Odia News channel

  • Home Page
  • ଲାଇଭ୍ ଟିଭି
  • ବଡ଼ ଖବର
  • ରାଜନୀତି
  • ରାଜ୍ୟ
  • ଦେଶ ବିଦେଶ
  • ଜିଲ୍ଲା
    • ଅନୁଗୁଳ
    • କନ୍ଧମାଳ
    • କୋରାପୁଟ
    • କଟକ
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • ଗଜପତି
    • କଳାହାଣ୍ଡି
    • ଗଞ୍ଜାମ
    • ନବରଙ୍ଗପୁର
    • ରାୟଗଡ଼ା
    • ନୂଆପଡ଼ା
    • ବୌଦ୍ଧ
    • ବରଗଡ଼
    • ସମ୍ବଲପୁର
    • ମୟୂରଭଞ୍ଜ
    • ଭଦ୍ରକ
    • ବାଲେଶ୍ୱର
    • ଖୋର୍ଦ୍ଧା
    • ପୁରୀ
    • ନୟାଗଡ଼
    • ଯାଜପୁର
    • ଜଗତସିଂହପୁର
    • ମାଲକାନଗିରି
    • ଢେଙ୍କାନାଳ
    • ଝାରସୁଗୁଡ଼ା
    • ବଲାଙ୍ଗିର
    • ଦେବଗଡ଼
    • ସୁବର୍ଣ୍ଣପୁର
    • ସୁନ୍ଦରଗଡ଼
  • ଅପରାଧ
  • ଖେଳ
  • ପେଜ୍ ଥ୍ରୀ
  • YouTube LIVE
BADA KHABAR
  • Home
  • ଜିଲ୍ଲା
  • ପୀଠେ ଅଷ୍ଟମୀ, ମଣ୍ଡପେ ସପ୍ତମୀ

ପୀଠେ ଅଷ୍ଟମୀ, ମଣ୍ଡପେ ସପ୍ତମୀ

ଜିଲ୍ଲାବଡ଼ ଖବର
By Bada Khabar Bureau On Sep 29, 2025
Share FacebookTwitterWhatsAppEmailTelegramPrint

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଯା ଦେବୀ ସର୍ବ ଭୂତେଷୁ … ବେଦଧ୍ବନି, ହୋମଯଜ୍ଞ, ଚଣ୍ଡୀପାଠରେ ଚାଲିଛି ମା’ଦୁର୍ଗାଙ୍କ ମହାସପ୍ତମୀ ପୂଜା । ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡୀପାଠରେ ଚାଲିଛି ଦେବୀଙ୍କ ମହାସପ୍ତମୀ ପୂଜା । ଶକ୍ତିପୀଠରେ ଆଜି ମହାଷ୍ଟମୀ । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ । ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’ କଟକ ଚଣ୍ଡୀ, ଝଙ୍କଡ଼ ଶାରଳା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ଗତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ଉପଚାର ପୂଜା ଆଜିକୁ ୧୬ଦିନ ତଥା ଅନ୍ତିମ ଦିବସରେ ପହଞ୍ଚିଛି ଏବଂ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ । ଯାହାକି ମହାଷ୍ଟମୀ ଭାବେ ପାଳନ କରାଯାଏ । ଏହି କ୍ରମରେ ଆଜି ମା’ ମହାଗୌରୀ ସ୍ୱରୂପରେ ଦର୍ଶନ ଦେଉଛନ୍ତି ।

Related Posts

ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି

ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ!

ଏହି ମହାଷ୍ଟମୀ ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ସେହିଭଳି ପାରଳାଖେମୁଣ୍ଡି ସହରର ଅଙ୍କ ସାହିରେ ଥିବା ମାଆ ମାଣିକେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଚାଲିଛି । ଗଜପତି ମହାରାଜଙ୍କ ଇଷ୍ଟଦେବୀ ମାଆ ମାଣିକେଶ୍ବରୀଙ୍କ ପୂଜାର ସ୍ଵତନ୍ତ୍ରତା ରହିଥିବା ବେଳେ ମାଆ ମାଣିକେଶ୍ବରୀଙ୍କ ସମେତ ସେହି ପୀଠରେ ପୂଜା ପାଉଛନ୍ତି ମାଆ କନକ ଦୁର୍ଗା । କନକ ଦୁର୍ଗାଙ୍କ ପୀଠରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଆମିଷ ଭୋଗ କରାଯାଏ । ପୂଜା ଆରମ୍ଭ ଦିନଠାରୁ ମାନସିକଧାରୀମାନେ ଏଠାରେ ଅଖଣ୍ଡ ଦୀପ ଦାନ ପ୍ରଥା ରହିଥିବା ବେଳେ ଅଷ୍ଟମୀରେ ପଶୁ ବଳିର ପ୍ରଥା ରହିଛି ।

Share

Prev Post

ନବମୀ ଓ ଦଶମୀରେ ଅଧିକ ବର୍ଷା

Next Post

ସୂର୍ଯ୍ୟକୁମାରଙ୍କ ମହାନତା, ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ

ଆଗକୁ ପଢନ୍ତୁ
ବଡ଼ ଖବର

ଚିନ୍ତା ବଢାଉଛି ଡେଙ୍ଗୁ

ବଡ଼ ଖବର

ସନ୍ୟାସୀ ବାବୁଙ୍କୁ ଚେତାବନୀ, ତୁମେ ଥାଅ ଆମେ ଯାଉଛୁ

ଦେଶ ବିଦେଶ

ଟ୍ୟାଙ୍କର୍-ପିକଅପ୍ ଧକ୍କା,୬ ଶ୍ରମିକ ମୃତ

ରାଜ୍ୟ

ତାତିଲେ ଉଠା ଦୋକାନୀ

ଦେଶ ବିଦେଶ

ରେଳବାଇ ବିଲ୍ଡିଂରେ ଅଗ୍ନିକାଣ୍ଡ, ୯ ମୃତ

ଦେଶ ବିଦେଶ

ଆଇଫୋନ୍ କାରଖାନାରେ ୪୩୭ କୋଟି ଟଙ୍କା କ୍ଷତିଗ୍ରସ୍ତ

Prev Next

ଅନ୍ୟାନ୍ୟ ଖବର

ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି

ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ!

ଜ୍ୱରରେ ଆକ୍ରାନ୍ତ ବଣମଣିଷ

ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ

Prev Next
ଫଲୋ ଏବଂ ଲାଇକ୍ କରନ୍ତୁ
  • Facebook Join us on Facebook
  • Twitter Join us on Twitter
  • Youtube Join us on Youtube
  • Instagram Join us on Instagram
ଲୋକପ୍ରିୟ ବର୍ଗ
  • ବଡ଼ ଖବର20226
  • ରାଜ୍ୟ14378
  • ଦେଶ ବିଦେଶ8247
  • ଜିଲ୍ଲା6397
  • ରାଜନୀତି4274
  • ଖେଳ759
  • ଦେଶ ବିଦେଶ
  • ବଡ଼ ଖବର
  • ରାଜ୍ୟ
  • ରାଜନୀତି
  • ଜିଲ୍ଲା
  • Live TV
  • Contact us
© 2026 - BADA KHABAR. All Rights Reserved.
Powered By: Suryanandan.Net
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା
  • Likes
  • Followers
  • Subscribers
  • Followers