Masthead

ଗୋଟିଏ କ୍ଲିକରେ ଜାଣନ୍ତୁ ବିହାର ବାଜିର ବର୍ତ୍ତମାନ ସୁଦ୍ଧା ଚିତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାରରେ ପୁଣି ସରକାର ଗଢିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବର୍ତ୍ତମାନ ସୁଦ୍ଧା ଯାହା ଟ୍ରେଣ୍ଡ ଆସୁଛି, ଏନଡିଏ ବିହାରରେ ସ୍ପଷ୍ଟ ବହୁମତ ପାଖାପାଖି ରହିଛି । ମୋଟ ୨୪୩ ଆସନରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ (ଅନ୍ତିମ ଫଳାଫଳ ନୁହେଁ) ଅନୁଯାୟୀ ଏନଡିଏ ମେଣ୍ଟ ୧୨୧ ଆସନରେ ଆଗୁଆ ଥିବାବେଳେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ମାତ୍ର ୧୧୩ ଆସନରେ ଆଗୁଆ ଚାଲିଛନ୍ତି। ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୧ ଆସନରେ ଆଗୁଆ ଅଛନ୍ତି।

ତେବେ ବିହାରରେ ଏଥର ମହାଗଠବନ୍ଧନ ସରକାର ନିଶ୍ଚିତ ବୋଲି ପ୍ରାୟ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଥିଲେ। ମହାଗଠବନ୍ଧନ ୧୩୮ ଆସନ ପାଇ ଏଥର ସରକାର ଗଢ଼ିବ ଏବଂ ନୀତୀଶଙ୍କୁ ବିହାର ଜନତା କ୍ଷମତାଚ୍ୟୁତ କରିବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଭୋଟ ଗଣନା ଆରମ୍ଭରୁ ଏନ୍ଡ଼ିଏ ଆଗରେ ରହୁଥିବାରୁ ବୁଥ ବାହୁଡା ମତ ଭୁଲ ହେଲା ଭଳି ଲାଗୁଥିଲା ହେଲେ ଭୋଟ ଗଣନା ଯେତେ ଆଗଉଛି ପରିଣାମ ବିପରୀତ ଆଡକୁ ଯାଉଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା