Masthead

ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ମହିଳା ୱାସରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାର ପର୍ଦ୍ଦାଫାସ କଲା ଜଗତସିଂହପୁର ପୋଲିସ । ଏହି ଘଟଣାର ସମ୍ପୃକ୍ତ ଥିବା ଉକ୍ତ କାର୍ଯ୍ୟାଳୟ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟକୁ ଗିରଫ କଲା ପୋଲିସ ।  ସୂଚନା ମୁତାବକ ଗତ ୨୫ ତାରିଖ ଦିନ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀ ୱାସରୁମ ମଧ୍ୟକୁ ଯାଇଥିବା ସମୟରେ ଏହି ସ୍ପାଏ କ୍ୟାମେରାକୁ ଦେଖିଥିଲେ । ପରେ ଏହି ଘଟଣା ସମ୍ପର୍କରେ ଉପରସ୍ତ ଅଧିକାରୀଙ୍କୁ ଅବଗତ କରାଇବା ପରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏକ ଲିଖିତ ଅଭିଯୋଗ ତିର୍ତ୍ତୋଲ ପୋଲିସ ଷ୍ଟେସନରେ କରାଇଥିଲେ  ।

ପୋଲିସ ଉକ୍ତ ଅଭିଯୋଗ ଆଧାରରେ ଘଟଣାକୁ ସମ୍ବେଦନଶୀଳତା ଭାବେ ଗ୍ରହଣ କରି ଘଟଣାର ତଦନ୍ତ କରିବା ପରେ ଏହି ଘଟଣାର ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଉକ୍ତ କାର୍ଯ୍ୟାଳୟର ଜୁନିଅର ରେଭୁନିଉ ଆସିଷ୍ଟାଣ୍ଟ ସଞ୍ଜୟ ଅଧେକକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ମୋବାଇଲି ଫୋନ, ହାର୍ଡ ଡିକ୍ସ, ସ୍ପାଏ କ୍ୟାମେରା, ପେନ୍ ଡ୍ରାଇଭକୁ ପୋଲିସ ଜବତ କରଥିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲା ଏସ୍ପି ଅଙ୍କିତ କୁମାର ଵର୍ମା ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଜଣକ ଏହି ସ୍ପାଏ କ୍ୟାମେରାକୁ ଆମଜନରୁ ଗତ ଜାନୁଆରୀ ମାସରେ କିଣିବା ସହିତ ୟୁଟ୍ୟୁବ ମାଧ୍ୟମରେ ଇନଷ୍ଟଲ କରିଛି । ଅନ୍ୟପଟେ ଅଭିଯୁକ୍ତ ଜଣକୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ