Masthead

ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ ଶୁଣାଣି । ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ । ଏନଇଇଟି-ୟୁଜି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମୟିକ କଟକଣା ରଖାଯାଇଛି । ୫ ଦିନ ପାଇଁ ଟେଲିଗ୍ରାମ ବ୍ୟାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଭାରତରେ ରି-ନିଟ୍ ପରୀକ୍ଷା ୨୧ ଜୁନ୍ରେ ହେବ । ଏହି ଅସ୍ଥାୟୀ ବ୍ୟାନ୍ ୨୨ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ । ଏପରି ପଦକ୍ଷେପ ନେବା ପାଇଁ ସରକାରଙ୍କ ପାଖରେ ଆଇନଗତ ଅଧିକାର ରହିଛି ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତିି । ଟେଲିଗ୍ରାମ ବିରୋଧରେ ପୂର୍ବରୁ ମଧ୍ୟ ଅନେକଥର ପ୍ରଶ୍ନପତ୍ର ଲିକ୍ ଏବଂ ନକଲି ପ୍ରଶ୍ନପତ୍ର ପ୍ରସାରଣର ଅଭିଯୋଗ ଉଠିଥିଲା । ଟେଲିଗ୍ରାମରେ ଏପରି ଅନେକ ସୁବିଧା ରହିଛି ଯାହାକୁ ନେଇ ଅସ୍ଥାୟୀ ବ୍ୟାନ୍ ଲାଗିଛି । ଟେଲିଗ୍ରାମର ଗୋଟିଏ ଗ୍ରୁପରେ ସର୍ବାଧିକ ୨ଲକ୍ଷ ସଦସ୍ୟଙ୍କୁ ଯୋଡାଯାଇପାରେ । ଏହି ଆପ୍ରେ ବଡ ଆକାରର ଫାଇଲ୍ ଗୁଡିକୁ ମଧ୍ୟ ସେଭ୍ କରାଯାଇପାରେ । ଟେଲିଗ୍ରାମ୍ ଆପରେ ଭାରତରେ ପାଖାପାଖି ୧୫ କୋଟି ୟୁଜର୍ସ ଅଛନ୍ତି, ଯେଉଁମାନେ ଏହି ଜରିଆରେ ପରସ୍ପର ମଧ୍ୟରେ ଭିଡିଓ, ସମ୍ବାଦ, ଟେକ୍ସଟ ଆଦି ବିଭିନ୍ନ ବଡ ବଡ ଫାଇଲ୍ ଆଦାନ ପ୍ରଦାନ କରିଥାନ୍ତି । କୋର୍ଟଙ୍କ ଏହି ରାୟ ୟୁଜର୍ସଙ୍କୁ ଝଟକା ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା