Masthead

ଶଙ୍ଖ ଧରିବେ ସୁଜତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଭୈରବଙ୍କ ପାଇଁ କାଳ ସାଜିଥିବା ମାସରେ ଶଙ୍ଖ ଫୁଙ୍କିବେ ସୁଜାତା । ଜୁନ୍ ରେ ରାଜନୀତିରୁ ସନ୍ୟାସ ନେଇଥିଲେ ସ୍ୱାମୀ, ଆଉ ସେହି ଜୁନ୍ରେରାଜନୀତିରେ ଏଣ୍ଟି୍ର (entry) ମାରିବେ ସ୍ତ୍ରୀ । ସେଥିପାଇଁ ବିଜେଡି ଶିବିରରେ ଚାଲିଛି ବଡ଼ ପ୍ରସ୍ତୁତି । ପାଣ୍ଡିଆନ ଦମ୍ପତ୍ତିଙ୍କୁ ସ୍ୱାଗତ କରିବା ପାଇଁ ଅଣ୍ଟା ଭିଡିଲା ଶଙ୍ଖ ଦଳର ନେତା । ଗୁରୁବାର ସୁପ୍ରିମ ନବୀନ ପଟ୍ଟାନାୟକ ବିଧିବଦ୍ଧ କରିବେ ଘୋଷଣା! ଯାହାକୁ ନେଇ ନବୀନ ନିବାସରୁ ନେଇ ଶଙ୍ଖ ଭବନରେ ମଧ୍ୟରେ ଚାଲିଛି ଧାଆଁ ଧଉଡ଼ । ବୁଧବାର ସେଥିପାଇଁ ଦଳର ମୁଖିଆଙ୍କ ବାସଭବନ ନବୀନ ନିବାସରେ ବିଶ୍ୱସ୍ତ ବରିଷ୍ଟ ନେତାଙ୍କ ସହ ଆଲୋଚନା କରିଥିଲେ ନବୀନ । ଦଳରେ ସୁଜାତାଙ୍କ ସାମିଲ ନେଇ ସିଧାସିଧା ଶୁଣାଇଦେଲେ । ଶଙ୍ଖ ଭବନରେ ଭୈରବଙ୍କ ଧର୍ମପନ୍ତ୍ରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମିଶିବା ନେଇ ଦେଇଦେଲେ ସଙ୍କେତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି