Masthead

ଲାଲଚନ୍ଦ ଜୁଏଲର୍ସ ସିଲ୍

କଟକ (ବଡ଼ ଖବର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଙ୍ଘନ କରି ଲାଲଚନ୍ଦ ଜୁଏଲର୍ସ କରୁଥିଲା ବେପାର । ବାରମ୍ବାର ତାଗିଦ୍ ସତ୍ତେ୍ୱ ଦୋକାନ ମାଲିକ ଶୁଣୁ ନ ଥିଲେ । ଚାପ ପଡ଼ିବା ପରେ ପୋଲିସ ବାଧ୍ୟ ହୋଇ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ ।

ଗ୍ରାହକମାନଙ୍କୁ ଲୋଭନୀୟ ଅଫର ଦେବାର ଘୋଷଣା କରି ମାତାମଠ ଅଞ୍ଚଳରେ ଥିବା ଲାଲଚନ୍ଦ ଜୁଏଲର୍ସ ଭଲ ବେପାର କରୁଥିଲା । କରୋନା କଟକଣାକୁ ଦୋକାନ ମାଲିକ ଫୁ କରି ଉଡ଼ାଇ ଦେଇଥିଲେ । ଧନତେରାସରେ ଭଲ ବେପାର ହେବ ବୋଲି ମାଲିକ ଆଶା କରିଥିଲେ । ସେଥିପାଇଁ ପୂର୍ବରୁ ଘୋଷଣା କରିଥିଲେ ଲୋଭନୀୟ ଅଫର । ମାତ୍ର କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଆଜି ଏହି ଦୋକାନକୁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି।

ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ସହରର ଅନ୍ୟ ୧୨ଟି ଅଳଙ୍କାର ଦୋକାନରୁ ୭୨ହଜାର ଟଙ୍କା ଫାଇନ ଆଦାୟ କରିଛି ସିଏମସି। ମାତ୍ର ଲାଲଚନ୍ଦ ଜୁଏଲର୍ସକୁ ସିଲ୍ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା