Masthead

ସରପଞ୍ଚଙ୍କ ନାଁରେ ଦାଦାବଟି ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରପଞ୍ଚଙ୍କ ନାଁରେ ଦାଦାବଟି ମାଗିବା ଅଭିଯୋଗ । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡ ସରପଞ୍ଚ ଯଗମୋହନ ପ୍ରଧାନଙ୍କ ବିରୋଧରେ ଦାଦାବଟି ମାଗିବାକୁ ନେଇ ତମାଣ୍ଡ ଥାନାରେ ଅଭିଯୋଗ ହୋଇଛି । ତମାଣ୍ଡ ଅଞ୍ଚଳରେ ଏକ ଆପାଟମେଣ୍ଟ ନିର୍ମାଣ କାମ ଚାଲୁଥିବା ବେଳେ ୧୦ଲକ୍ଷ ଦାଦାବଟି ମାଗିବାକୁ ନେଇ ଅଭିଯୋଗ କରିଛନ୍ତି ଆପାଟମେଣ୍ଟ ମାଲିକ । ବଟି ନ ଦେଲେ କାମ ଓ ରାସ୍ତା ବନ୍ଦ କରିଦେବା ନେଇ ବାରମ୍ବାର ଧମକ ଦେଇ ଆସୁଥିଲେ ସରପଞ୍ଚ।
ଅନ୍ୟପଟେ ସରପଞ୍ଚ ଜଗମୋହନ ପ୍ରଧାନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏ ବାବଦରେ ବିଷୟରେ କିଛି ଜାଣି ନଥିବା କହିଛନ୍ତି । ମୋ ବାବଦରେ କ’ଣ ପ୍ରମାଣ ଅଛି ସେ କହିଛନ୍ତି । ଏ ବାବଦରେ ତଦନ୍ତ ଚାଲିଛି ଯଦି ଏହାର କିଛି ସତ୍ୟତା ଜଣାପଡିଲେ ତୁରନ୍ତ କାର୍ୟ୍ୟନୁସ୍ଥାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’