Masthead

ସୋମବାରଠୁ ଖୋଲିବ ଧାର୍ମିକ ସ୍ଥାନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୋମବାରଠାରୁ ମହାରାଷ୍ଟ୍ରରେ ସମସ୍ତ ଧାର୍ମିକ ସ୍ଥାନ ଖୋଲାଯିବ। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ (ଏସଓପି) ଅନୁଯାୟୀ, ନିଷିଦ୍ଧାଞ୍ଚଳ ବାହାରେ ଅବସ୍ଥିତ ଧାର୍ମିକ ସ୍ଥାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯିବ। ସ୍ଥାନୀୟ ଅଧିକାରୀମାନେ ଏହି ସ୍ଥାନ ଖୋଲିବା ସମୟ ସ୍ଥିର କରିବେ।

ଦୀପାବଳୀରେ ଲୋକଙ୍କୁ ଶୁଭକାମନା ଜଣାଇ ଠାକରେ ଏକ ବିବୃତିରେ କହିଛନ୍ତି ଯେ କରୋନା ଭାଇରସ ଆମ ସହିତ ଅଛି ବୋଲି ଆମେ ଭୁଲିଯିବା ଉଚିତ ନୁହେଁ। ଲୋକମାନେ ହୋଲି, ଗଣେଶ ଚତୁର୍ଥୀ, ନବରାତ୍ର ଏବଂ ଅନ୍ୟାନ୍ୟ ଉତ୍ସବରେ ଅନୁଶାସନ ଏବଂ ସଂଯମତା ପ୍ରଦର୍ଶନ କରିଥିଲେ। ସେହିଭଳି, କୋଭିଡ-୧୯ ସହ ଜଡ଼ିତ ନିୟମାବଳୀକୁ ଧ୍ୟାନରେ ରଖି ଇଦ୍, ମାଉଣ୍ଟ ମେରି ଭଳି ଅନେକ ପର୍ବ ପାଳନ କରିଥିଲେ ବୋଲି ଠାକରେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ