Before Header

ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ

0 82

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ । ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ଘଟିଛି । ଉପଯୁକ୍ତ ପଦକ୍ଷେପ ନନେବାରୁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ସୌମ୍ୟ ଓ ବିଦ୍ୟାଙ୍କ ବୈବାହିକ ଜୀବନ ଭଳ ନଥିଲା । ତେଣୁ ନିଆଁ ଲିଭେଇବାକୁ ଯଥେଷ୍ଟ ପ୍ରୟାସ କରିନଥିଲେ ବିଦ୍ୟାଭାରତୀ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । । ବିଦ୍ୟାଭାରତୀଙ୍କ ନାମରେ ୨୮୫ ଓ ୩୦୪ ଏ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.