Masthead

“ଯଦି ଆଜି ଦେଶର ଝିଅମାନେ ନ୍ୟାୟ ପାଇବେ, ତେବେ ଆଗାମୀ ପିଢିଙ୍କୁ ଏଥିରୁ ସାହସ ମିଳିବ”

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଛିଣ୍ଡୁନି ରେସଲରଙ୍କ ବିବାଦ । ଏବେ ବି ଜନ୍ତରମନ୍ତର ଠାରେ ଧାରଣାରେ କୁସ୍ତି ଯୋଦ୍ଧା । ସେପଟେ କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ ଜଣାଉଛନ୍ତି ରାଜନେତା ଠାରୁ ଆରମ୍ଭ କରି ଖେଳାଳୀ । କିଛି ଦିନ ତଳେ ରେସଲରଙ୍କୁ ସମର୍ଥନ ଜଣାଇବା ପାଇଁ ପହଞ୍ଚିଥିଲେ ଖାପ ପଞ୍ଚାୟତ ନେତା ଓ କୃଷକ ସଙ୍ଗଠନ । କାଲି ଇଣ୍ଡିଆଗେଟ ସମ୍ମୁଖରେ ମହବତୀ ରାଲି କରିଥିଲେ ଆଉ ଏବେ କୁସ୍ତିଯୋଦ୍ଧାମାନେ ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦଘାଟନ କରିବାକୁ ଯାଉଛନ୍ତି। ରେସଲର ବିନେଶ ଫୋଗାଟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ମେ’ ୨୮ରେ ରେ ନୂତନ ସଂସଦ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ମହିଳା ମହାପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।, ଏହି ସ୍ବର ଯେଉଁ ଉଠାଯାଇଛି ତାହା ବହୁ ଦୂର ପର୍ୟ୍ୟନ୍ତ ଯିବା ଉଚିତ୍। ଯଦି ଆଜି ଦେଶର ଝିଅମାନେ ନ୍ୟାୟ ପାଇବେ, ତେବେ ଆଗାମୀ ପିଢିଙ୍କୁ ଏଥିରୁ ସାହସ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ