Masthead

“ଯଦି ଆଜି ଦେଶର ଝିଅମାନେ ନ୍ୟାୟ ପାଇବେ, ତେବେ ଆଗାମୀ ପିଢିଙ୍କୁ ଏଥିରୁ ସାହସ ମିଳିବ”

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଛିଣ୍ଡୁନି ରେସଲରଙ୍କ ବିବାଦ । ଏବେ ବି ଜନ୍ତରମନ୍ତର ଠାରେ ଧାରଣାରେ କୁସ୍ତି ଯୋଦ୍ଧା । ସେପଟେ କୁସ୍ତି ଯୋଦ୍ଧାଙ୍କୁ ସମର୍ଥନ ଜଣାଉଛନ୍ତି ରାଜନେତା ଠାରୁ ଆରମ୍ଭ କରି ଖେଳାଳୀ । କିଛି ଦିନ ତଳେ ରେସଲରଙ୍କୁ ସମର୍ଥନ ଜଣାଇବା ପାଇଁ ପହଞ୍ଚିଥିଲେ ଖାପ ପଞ୍ଚାୟତ ନେତା ଓ କୃଷକ ସଙ୍ଗଠନ । କାଲି ଇଣ୍ଡିଆଗେଟ ସମ୍ମୁଖରେ ମହବତୀ ରାଲି କରିଥିଲେ ଆଉ ଏବେ କୁସ୍ତିଯୋଦ୍ଧାମାନେ ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦଘାଟନ କରିବାକୁ ଯାଉଛନ୍ତି। ରେସଲର ବିନେଶ ଫୋଗାଟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ମେ’ ୨୮ରେ ରେ ନୂତନ ସଂସଦ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ମହିଳା ମହାପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।, ଏହି ସ୍ବର ଯେଉଁ ଉଠାଯାଇଛି ତାହା ବହୁ ଦୂର ପର୍ୟ୍ୟନ୍ତ ଯିବା ଉଚିତ୍। ଯଦି ଆଜି ଦେଶର ଝିଅମାନେ ନ୍ୟାୟ ପାଇବେ, ତେବେ ଆଗାମୀ ପିଢିଙ୍କୁ ଏଥିରୁ ସାହସ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା