Before Header

ଦୁର୍ନୀତି ବିରୋଧରେ ଆପର ଗଣଧାରଣା

0 17

ରାୟଗଡା (ବଡ଼ ଖବର ବ୍ୟୁରୋ): ଦୁର୍ନୀତି ବିରୋଧରେ ଆପର ଗଣଧାରଣା । ରାୟଗଡା ପୌରପରିଷଦ ସମ୍ମୁଖରେ ଆପର ଗଣଧାରଣା ଓ ସମାବେଶ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରୁ ନାହିଁ ଗତ ୨୪ ବର୍ଷ ଧରି ଚାରିଆଡେ କେବଳ ଦୁର୍ନୀତି ହିଁ ଦୁର୍ନୀତି । ଜିଲ୍ଲା ଅଭିବୃଦ୍ଧିରେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜେଡି ନେତା ଏନ ଭାସ୍କର ରାଓ ବାଧକ ସାଜିଛନ୍ତି । ଭାସ୍କର ହଟାଓ ରାୟଗଡା ବଞ୍ଚାଓ ଅଭିଯାନ ଆରମ୍ଭ କରିଛି ଆପ୍ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ ।

 

Leave A Reply

Your email address will not be published.